୨ୟ କରନ୍ତିୟ 11:29 - ସତିଅର୍ ବାଟ୍ ନୁଆ ନିୟମ୍ 202029 ଜଦି କିରିସ୍ଟର୍ ଲଗେ ରଇବା କାର୍ ବିସ୍ବାସ୍ ଉନା ଅଇସି ବଇଲେ ମକେ ମିସା ଦୁର୍ବଲ୍ ଲାଗ୍ସି । କେ ଜଦି ପାପ୍ କଲେ, ତାର୍ ଲାଗି ମୁଇ ବେସି ଦୁକ୍ କସ୍ଟ ପାଇଲିନି । အခန်းကိုကြည့်ပါ။ |
ମୁଇ ତମର୍ ଚଲାଚଲ୍ତି ଜାନି । ତମେ ଆବଡ୍ ଅଇ ପାଇଟି କର୍ବାଟା ଆରି ଦୁକ୍ କସ୍ଟ ଆଇଲେ ମିସା ମୁର୍ଚି କରି ରଇବାଟା ମୁଇ ଜାନି । କରାପ୍ ଲକର୍ କାମ୍ ତମ୍କେ ସାର୍ଦା ନ କରାଏ ବଲି ମୁଇ ଜାନି । ଜନ୍ ଲକ୍ମନ୍ ଆମେ ପେରିତ୍ସିସ୍ ବଲି ନାଡାଇଲାଇନି, ସେମନ୍ ସତ୍ କି ମିଚ୍ ବଲି ତମେ ପରିକା କରିଆଚାସ୍ । ସେମନ୍ ମିଚ୍ କଇଲାଇନି ବଲି ତମେ ଜାନିଆଚାସ୍ ।