୨ୟ କରନ୍ତିୟ 11:23 - ସତିଅର୍ ବାଟ୍ ନୁଆ ନିୟମ୍ 202023 ସେମନ୍ ଜଦି ଆମେ କିରିସ୍ଟର୍ ଦାଙ୍ଗ୍ଡା ବଇଲେ, ମୁଇ ମିସା ଗଟେକ୍ ଦାଙ୍ଗ୍ଡା । ମାତର୍ ସେମନର୍ ଟାନେ ଅନି ମୁଇ ଅଦିକ୍ ନିକ ଦାଙ୍ଗ୍ଡା । ନିଜ୍କେ ବଡ୍ କରାଇ ମୁଇ ଗଟେକ୍ ବାୟାଲକର୍ ପାରା କାତା ଅଇଲିନି ବଲି ଜାନିଆଚି । ମୁଇ ତାକର୍ଟାନେ ଅନି ଅଦିକ୍ ଆବଡ୍ କାମ୍ କରିଆଚି, ଅଦିକ୍ ତର୍ ବନ୍ଦିଗରେ ରଇଆଚି, ଅଦିକ୍ ତର୍ ମାଡ୍ କାଇଆଚି, ଅଦିକ୍ ତର୍ ମଲାସମାନ୍ ଅଇଜାଇରଇଲି । အခန်းကိုကြည့်ပါ။ |
ତେବର୍ପାଇ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ, ବିନ୍ ଲକ୍କେ ଜାନାଇବାକେ ଲାଜ୍ ଅ ନାଇ । ତାର୍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍ପାଇ ମିସା ଲାଜ୍ ଅ ନାଇ । ମାତର୍ ସୁବ୍ କବରର୍ ଲାଗି ଦୁକ୍ କସ୍ଟ ପାଇବାକେ ମର୍ସଙ୍ଗ୍ ମିସ୍ । ସେନ୍ତି କର୍ବାକେ ପର୍ମେସର୍ ତକେ ବପୁ ଦେଇସି । ପର୍ମେସର୍ ଆମ୍କେ ନ ସାର୍ବା ମରନେଅନି ବଁଚାଇକରି ଗଟେକ୍ ସୁକଲ୍ ଚଲାଚଲ୍ତି କର୍ବାକେ ଡାକିନେଲା ଆଚେ ।