22 ସେମନ୍ ଜଦି ଆମେ ଏବ୍ରି ବଁସର୍ ଲକ୍ ବଇଲେ, ମୁଇ ମିସା ତେଇର୍ଟାସେ, ଜଦି ଆମେ ଇସ୍ରାଏଲର୍ ନାତିତିତି ବଇଲେ, ମୁଇ ମିସା ତେଇର୍ ଗଟେକ୍ । ଅବ୍ରାଆମ୍ ଆମର୍ ଆନିଦାଦି ବଇଲେ, ସେ ମର୍ ମିସା ଆନିଦାଦି ।
ଅବ୍ରାଆମ୍ ଆମର୍ ପୁର୍ବର୍ ଆନିଦାଦି ବଲି କଇଲେ ତମ୍କେ ପର୍ମେସର୍ ଦେବା ଡଣ୍ଡ୍ ନ ମିଲେ ବଲି ବାବା ନାଇ । ମୁଇ ତମ୍କେ କଇଲିନି, ପର୍ମେସର୍ ପାକ୍ନାତେଇ ଅବ୍ରାଆମର୍ ବଁସ୍ ତିଆର୍ କର୍ସି ।
“ମୁଇ ଗଟେକ୍ ଜିଉଦି ଲକ୍, ସିଲିସିଆର୍ ତାର୍ସିସେ ମର୍ ଜନମ୍, ମାତର୍ ମୁଇ ଜିରୁସାଲାମେ କାଇପିଇ ବଡ୍ ଅଇରଇଲି ଆରି ଗମଲିଏଲର୍ ସିସ୍ ରଇଲି । ଆମର୍ ଆନିଦାଦିମନର୍ ରିତିନିତି, ମୁଇ ଟିକ୍ ଇସାବେ ସିକିରଇଲି ଆରି ତମର୍ ପାରା ପର୍ମେସର୍କେ ମାନିକରି ଜିଇତେରଇଲି ।
ସେ ବେଲା, ବେସି ଜିଉଦି ଲକ୍ମନ୍ ଜିସୁର୍ ସିସ୍ ଅଇ ଆଇଲାଇ । ଗିରିକ୍ ବାସା କଇତେରଇବା ଜିଉଦିମନ୍, ଏବ୍ରି ବାସା କଇତେରଇବା ଜିଉଦିମନର୍ ବିରୁଦେ କାତା ଉଟାଇଲାଇ । କାଇକେବଇଲେ ଗିରିକ୍ ବାସାଇ କାତା ଅଇବା ଜିଉଦିମନ୍, ରାଣ୍ଡିମନ୍କେ ଦିନ୍କର୍ କାଦି ବାଟା କଲାବେଲେ ତାକର୍ ରାଣ୍ଡିମନ୍କେ ଏଲା କର୍ତେରଇଲାଇ ପନି ।
ମୁଇ ଆରିତରେକ୍ ପାଚାର୍ଲିନି, “ତେବେ ପରମେସର୍ ସବୁ ଜିଉଦି ଲକ୍ମନ୍କେ ଚାଡି ଦେଲା ଆଚେ କି ? ନାଇ, କେବେ ନାଇ । ମୁଇ ମିସା ନିଜେ ସେମନର୍ପାରା ଗଟେକ୍ ଜିଉଦି, ଅବ୍ରାଆମ୍ତା ମର୍ ଆନିଦାଦି ଆରି ମୁଇ ବେନ୍ଜାମିନ୍ କୁଟୁମର୍ ଲକ୍ ଅଇଆଚି ।”
କାଇକେବଇଲେ ସେମନ୍ ପରମେସରର୍ ଲକ୍ । ପରମେସର୍ ସେମନ୍କେ ନିଜର୍ ପିଲା କରି ବାଚିଆଚେ । ସେ ସେମନର୍ ଲଗେ ନିଜର୍ ଡାକ୍ପୁଟା ଦେକାଇରଇଲା । ସେମନର୍ ସଙ୍ଗ୍ ରାଜିନାମା କରି ସେମନ୍କେ ନିୟମ୍ ଦେଇରଇଲା । ସେମନ୍ ସତଇସେ ପାର୍ତନା କର୍ବାଇ । ସେମନ୍କେ ପରମେସର୍ କାତା ଦେଇରଇଲା ।
ସେନ୍ତାର୍ସେ ପର୍ମେସର୍ ଅବ୍ରାଆମ୍ ଆରି ତାର୍ ନାତିତିତିକେସେ ସପତ୍ ଦେଇରଇଲା । ଏ ବିସଇନେଇ ନାତିତିତିମନ୍ ବଲି ସାସ୍ତରେ ଲେକାରଇବାଟା, ଅବ୍ରାଆମର୍ ସବୁ ନାତିତିତିମନ୍କେ କଏନାଇ । ମାତର୍ ଗଟେକ୍ ଲକ୍କେସେ କଇଲାଆଚେ । ଜେ କି କିରିସ୍ଟ ।
ପର୍ମେସର୍ ଆମର୍ ଆନିଦାଦିମନ୍କେ ତିଆର୍ଲାପାରା ଗଟେକ୍ ଆଟ୍ ଅଇଲାକେ ମକେ ସୁନତ୍ କରିରଇଲାଇ । ମୁଇ ଗଟେକ୍ ଇସ୍ରାଏଲର୍ ଲକ୍ । ଦେକ୍ବାକେ ଗାଲେ ମୁଇ ବେନ୍ଜାମିନ୍ କୁଟୁମର୍ ଲକ୍ । ମୁଇ ଗଟେକ୍ ଏବ୍ରିଅ ଆରି ଆମର୍ ଆନିଦାଦିମନ୍ ମିସା ଏବ୍ରିଅ ରଇଲାଇ । ମସାର୍ ରିତିନିତି ମାନ୍ବାକେ ଗଟେକ୍ ପାରୁସି ପାରା ରଇଲି ।