୨ୟ କରନ୍ତିୟ 11:21 - ସତିଅର୍ ବାଟ୍ ନୁଆ ନିୟମ୍ 202021 ସେ ସବୁ କାରାପ୍ ବିସଇ କର୍ବାକେ ଆମ୍କେ ସାଆସ୍ ନ ରଇଲା । ଏଟା ସତ୍ ବଲି କଇବାକେ ମୁଇ ଲାଜ୍ ଅଇନାଇ । ମାତର୍ ସେମନ୍ କାଇ ବିସଇନେଇ ବଡ୍ପନ୍ ଅଇ କାତା ଅଇବାକେ ସାଆସ୍ କର୍ବାଇ, ସେନ୍ତି ମୁଇ ମିସା ସାଆସ୍ କର୍ବି । ଦେକା ! ମୁଇ ଏଟା ଗଟେକ୍ ବକୁଆ ଲକର୍ପାରା କାତା ଅଇଲିନି । အခန်းကိုကြည့်ပါ။ |