17 ମୁଇ ଏ କଇବା କାତାମନ୍ ମାପ୍ରୁ ମକେ କଅ ବଲି ମନ୍ କରେନାଇ । ମାତର୍ ଏ କାତା ଗଟେକ୍ ବକୁଆ ଲକର୍ପାରା ବଡ୍ପନ୍ ଅଇକରି କଇଲିନି ।
ଏବେ ମୁଇ ବିସ୍ବାସିମନ୍ ଜେ କି ବିସ୍ବାସ୍ ନ କଲାଟାମନ୍କେ ବିବା ଅଇଆଚତ୍, ସେମନ୍କେ କଇଲିନି, ମୁଇ କଇନାଇ ମାପ୍ରୁ କଇଲାନି, । ଜଦି ଗଟେକ୍ ବିସ୍ବାସି, ବିସ୍ବାସ୍ ନଇଲା ମାଇଜିକେ ବିବା ଅଇଲାଆଚେ, ଆରି ସେ ମାଇଜି ତାର୍ ସଙ୍ଗ୍ ମିସି ରଇବାକେ ମନ୍ କର୍ସି ବଇଲେ, ସେ ବାଇ ତାକେ ନ ଚାଡ ।
ଏବେ ମୁଇ ବିବା ନ ଅଇଲା ଦାଙ୍ଗ୍ଡାଦାଙ୍ଗ୍ଡି ବିସଇନେଇ ଲେକ୍ବି । ସେ ବିସଇନେଇ ମାପ୍ରୁର୍ ଲଗେଅନି କାଇ ଆଦେସ୍ ପାଇନାଇ । ମାତର୍ ପର୍ମେସର୍ ମକେ ଦୟା କରି ଗଟେକ୍ ସତ୍ଦରମ୍ ଲକ୍ ଇସାବେ ନିଜର୍ ମନର୍ କାତା କଇଲିନି ।
ଏ ବିସଇ ମୁଇ ତମ୍କେ ଜେତ୍କି କଇଲି ଆଚି, ସେଟା ଆଦେସ୍ ଦେଲା ପାରା କଇନାଇ, ମାତର୍ ତମର୍ ଦୁର୍ବଲ୍ ଜାନିକରି ଉପଦେସ୍ ଦେଲା ପାରା କଇଲିନି ।
ଜଦି ମୁଇ ବକୁଆ ଲକର୍ପାରା କାତା କଇଲେ ମିସା ତମେ ସେଟା ସୁନି ଚିମ୍ରା ଅଇରୁଆ ।
ମାତର୍ ମାକିଦନିଆର୍ ଲକ୍ମନ୍ ଜଦି ମର୍ ସଙ୍ଗ୍ ଆସି ତମେ ଜାଗ୍ରତ୍ ନ ଅଇଲାଟା ଦେକ୍ଲେ, ତାକର୍ ମୁଆଟେ ଆମେ ଲାଜ୍ ଅଇଜିବାର୍ ଅଇସି । ଆରି ତମେ ମିସା ଲାଜ୍ ଅଇଜାଇସା । କାଇକେବଇଲେ ଆମେ ତମ୍କେ ବେସି ଆସାକରି ରଇଲୁ ।