୨ୟ କରନ୍ତିୟ 11:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 ମୁଇ ଏ କାତା ଆରିତରେକ୍ କଇଲିନି ଜେ, ଏଟା ଗଟେକ୍ ବକୁଆଟା, ବଲି ବାବାନାଇ । ଜଦି ତମେ ମକେ ବକୁଆ ବଲି ମାନ୍ଲାସ୍ନି, ମୁଇ କଇବା ଏ ବଡ୍ପନର୍ କାତା ଆରି ଅଲପ୍ ସୁନାତା । ସେନ୍ତାର୍ କଲେ ମୁଇ ବଡ୍ପନ୍ ଅଇ କାତା ଅଇବି । အခန်းကိုကြည့်ပါ။ |
ମୁଇ ଜଦି ବଡ୍ପନ୍ ଅଇ କାତା ଅଇବାକେ ମନ୍ କଲେ, ସେଟା ବୁଦି ନ ରଇଲା ଲକ୍ ବଡ୍ପନ୍ ଅଇଲାପାରା ନ ଅଏ । ମୁଇ କଇବାଟା ସବୁ ସତ୍ । ମାତର୍ ମୁଇ ବଡ୍ପନ୍ ଅଇକରି କାତା ନ ଅଇ । କାଇକେବଇଲେ ଲକ୍ମନ୍ କେଡେବେଲେ ମିସା ମକେ ମୁଇ ଜେତ୍କି ଆଚି, ତାର୍ତେଇଅନି ଅଦିକ୍ ଗଟେକ୍ ବଡ୍ ଲକ୍ ଇସାବେ ଦେକ୍ବାଇ । ମୁଇ କର୍ବା କାମ୍ ଦେକିକରି ଆରି ମୁଇ କଇବା କାତା ସୁନିକରିସେ ସେମନ୍ ମାନ୍ବାଇ ।