୨ୟ କରନ୍ତିୟ 10:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ତମର୍ ଉପ୍ରେ ଆମର୍ ଅଦିକାର୍ ଆଚେ । ସେଟା ପର୍ମେସର୍ ଆମ୍କେ ଦେଇରଇଲା । ମାତର୍ ସେ ଅଦିକାରର୍ ବିସଇନେଇ ଜଦି ମୁଇ ବେସି ବଡ୍ପନ୍ ଅଇଲିଆଚି, ସେଟାର୍ପାଇ ମକେ ଲାଜ୍ ନ ଲାଗେ । ତମ୍କେ ନସ୍ଟ କର୍ବା ଅଦିକାର୍ ସେ ମକେ ଦେଏନାଇ, ମାତର୍ ଜେନ୍ତି କି ତମର୍ ବିସ୍ବାସ୍ ଡାଁଟ୍ କରାଇବି । အခန်းကိုကြည့်ပါ။ |
ମୁଇ ଜଦି ବଡ୍ପନ୍ ଅଇ କାତା ଅଇବାକେ ମନ୍ କଲେ, ସେଟା ବୁଦି ନ ରଇଲା ଲକ୍ ବଡ୍ପନ୍ ଅଇଲାପାରା ନ ଅଏ । ମୁଇ କଇବାଟା ସବୁ ସତ୍ । ମାତର୍ ମୁଇ ବଡ୍ପନ୍ ଅଇକରି କାତା ନ ଅଇ । କାଇକେବଇଲେ ଲକ୍ମନ୍ କେଡେବେଲେ ମିସା ମକେ ମୁଇ ଜେତ୍କି ଆଚି, ତାର୍ତେଇଅନି ଅଦିକ୍ ଗଟେକ୍ ବଡ୍ ଲକ୍ ଇସାବେ ଦେକ୍ବାଇ । ମୁଇ କର୍ବା କାମ୍ ଦେକିକରି ଆରି ମୁଇ କଇବା କାତା ସୁନିକରିସେ ସେମନ୍ ମାନ୍ବାଇ ।