୨ୟ କରନ୍ତିୟ 10:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ତମେ କିରିସ୍ଟର୍ ଆଦେସ୍ ସବୁ ମାନ୍ଲାଟା ଦେକାଇଲା ପଚେ, ତେଇ ରଇବା ଜେତ୍କି ସବୁ ବିସ୍ବାସିମନ୍, ଜନ୍ଲକ୍ମନ୍ କି ତାର୍ ଆଦେସ୍ ମାନ୍ବାକେ ମନ୍ କରତ୍ ନାଇ, ସେମନ୍କେ ଡଣ୍ଡ୍ ଦେବାକେ ଆମେ ଜାଗ୍ରତ୍ ଅଇକରି ରଇବୁ । အခန်းကိုကြည့်ပါ။ |
ତେବର୍ପାଇ ମୁଇ ଜେଡେବେଲେ ତମର୍ ନଅରେ ଆଇବାବେଲେ ଡାୟଟେପିସ୍ ଜାଇଟା କଲାନି, ସେଟାସବୁ ମଣ୍ଡଲିର୍ ଲକ୍ମନ୍କେ, କଇଦେବି ବଲି ମନ୍ କଲି । ସେ ମର୍ ବିରୁଦେ, ନ କର୍ଲାଟାମନ୍ କଇବୁଲ୍ଲାନି । ଆରି ତାର୍ତେଇଅନି ଅଦିକ୍ କାରାପ୍ଟା ମିସା ସେ କଲାନି । ଆମର୍ ସଙ୍ଗର୍ ବିସ୍ବାସିମନ୍, ଜେକି ସୁବ୍କବର୍ ଜାନାଇଲାଇନି, ସେ ସେମନ୍କେ ଡାକିନେବାକେ ନିଚ୍ଲାନି । ଜନ୍ ଲକ୍ମନ୍ ସେମନ୍କେ ଡାକିନେବାକେ ମନ୍ କଲାଇନି, ସେମନ୍କେ ତେବାଇଲାନି । ସେନ୍ତାରି ଲକ୍ମନ୍କେ ମଣ୍ଡଲିର୍ ସବାତେଇ ଆଇବାକେ ମନାକଲାନି ।