୨ୟ କରନ୍ତିୟ 10:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 ସେନ୍ତାର୍ଆଲେ ଆମେ ଜାଇକରି କିରିସ୍ଟର୍ ସୁବ୍କବର୍ ତମର୍ ଜାଗାଇ ଅନି ତେନ୍କର୍ ଜାଗା ମନ୍କେ ଜାନାଇବୁ । କାଇକେବଇଲେ ଆମ୍କେ ଦେଇରଇବା କାମେସେ ଆମେ ବଡ୍ପନ୍ ଅଇବୁ ବଲି ମନ୍ କଲୁନି । ବିନ୍ ଲକ୍ କରିରଇବା କାମ୍ଟାନେ ବଡ୍ପନ୍ ନ ଅଉଁ । အခန်းကိုကြည့်ပါ။ |