10 ମାତର୍ ତମ୍କେ ଲେକ୍ଲାବେଲେ ଦମ୍କାଇ କରି ଲେକ୍ଲିନି ବଲି କେତେଲକ୍ କଇଲାଇନି । ମାତର୍ ତମର୍ ସଙ୍ଗ୍ ରଇଲାବେଲେ ମୁଇ ଦୁର୍ବଲ୍ ଅଇକରି ମର୍ କଇଲା ପଦ୍ କାଇ ମୁଲିଅ ନାଇ ପାରା ରଇଲା ।
କାଇକେବଇଲେ କିରିସ୍ଟ ମକେ ଡୁବନ୍ ଦେବାକେ ପାଟାଏ ନାଇ, ନିମାନ୍ କବର୍ ଜାନାଇବାକେ ପାଟାଇଲା ଆଚେ । ଜଦି ଲକ୍ମନର୍ ଗିଆନ୍ ଇସାବେ ସେଟା ମୁଇ କର୍ତି, ସେନ୍ତାର୍ ଆଲେ କିରିସ୍ଟର୍ କୁର୍ସର୍ କବରର୍ ବପୁ ଉନା ଅଇତା ।
ଏ ଜଗତର୍ ଲକ୍ମନ୍ ତାକର୍ ଚାଲାକିସଙ୍ଗ୍ ପର୍ମେସର୍କେ ନ ଜାନତ୍ ବଲି, ସେ ନିଜର୍ ଗିଆନ୍ ଇସାବେ ଟିକ୍କଲା । ଆମେ ଜାନାଇବା ବିସଇ ଜନ୍ଟା କି କାଇ ମୁଲିଅ ନାଇ ବଲି ଲକ୍ମନ୍ କଇବାଇ, ସେଟା ବିସ୍ବାସ୍ କର୍ବା ଲକ୍ମନ୍କେ ମୁକ୍ତି ଦେବାକେ ପର୍ମେସର୍ ସାର୍ଦା ଅଇଲା ।
ମୁଇ ପାଉଲ୍ ତମ୍କେ ବାବୁଜିଆ କଲିନି, ମୁଇ ତମର୍ ସଙ୍ଗ୍ ରଇଲାବେଲେ, ତମ୍କେ ଲାଗ୍ବାକେ ଡର୍ସି ବଲି କେତେଲକ୍ କଇଲାଇନି । ମାତର୍ ଲେକ୍ବାକେ ସାଆସ୍ ଅଇକରି ବାଦ୍ଲାପାରା ଲେକ୍ଲାନି ବଲି କଇଲାଇନି । ଆମେ କିରିସ୍ଟର୍ ସଙ୍ଗ୍ ଗାଲୁନି, ଜେ କି ବେସି ସୁଆଲ୍ ଆରି ଦରମ୍ । ସେଟା ନେଇକରି ବାବୁଜିଆ କଲିନି ।
ଜନ୍ ଲକ୍ମନ୍ ଏନ୍ତାରି କାତା ଅଇବାଇ, ଚିଟିଟାନେ ଆମେ ଜନ୍ ବିସଇ ଲେକିଆଚୁ, ତେଇ ଆଇଲେ, ସମାନ୍ ବିସଇସେ କର୍ବୁ ବଲି ସେମନ୍ ଜାନ୍ବାର୍ ଆଚେ ।
ଏ ଚିଟି ଲେକିକରି ମୁଇ ତମ୍କେ ଡରାଇବାକେ ମନ୍ କରିନାଇ ।
ସେ ସବୁ କାରାପ୍ ବିସଇ କର୍ବାକେ ଆମ୍କେ ସାଆସ୍ ନ ରଇଲା । ଏଟା ସତ୍ ବଲି କଇବାକେ ମୁଇ ଲାଜ୍ ଅଇନାଇ । ମାତର୍ ସେମନ୍ କାଇ ବିସଇନେଇ ବଡ୍ପନ୍ ଅଇ କାତା ଅଇବାକେ ସାଆସ୍ କର୍ବାଇ, ସେନ୍ତି ମୁଇ ମିସା ସାଆସ୍ କର୍ବି । ଦେକା ! ମୁଇ ଏଟା ଗଟେକ୍ ବକୁଆ ଲକର୍ପାରା କାତା ଅଇଲିନି ।
ମୁଇ ଅଦିକ୍ କାତା କଇ ନାପାର୍ଲେ ମିସା, ସତ୍ ସିକିଆ ଜାନିଆଚି । ଆରି ମୁଇ ତମ୍କେ ଜେଡେବେଲେ ଜାକ ଏ ସିକିଆ ଦେଇତେରଇଲି, ଏଟା ତମ୍କେ ଜାନାଇଆଚି ।
ମୁଇ କଇବାଟା ଏ ସବୁ କିରିସ୍ଟର୍ ଆଦେସେ ଅନି ଆଚେବଲି ଜାନ୍ବାକେ ଚିନ୍ ମାଙ୍ଗ୍ଲାସ୍ନି । ମୁଇ ତମ୍କେ ଡଣ୍ଡ୍ ଦେଲାବେଲେ ସେ ଚିନ୍ ବିସଇ ଜାନ୍ସା । କିରିସ୍ଟ ତମର୍ ବିତ୍ରେ କାଇ କାମ୍ କଲେ ମିସା ବପୁର୍ ସଙ୍ଗ୍ କର୍ସି, ଦୁର୍ବଲ୍ ଅଇକରି ନାଇ ।