୨ୟ କରନ୍ତିୟ 1:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 କାଇକେ ବଇଲେ, ଏ ବାଇବଇନିମନ୍, ଆସିଆ ରାଇଜେ ଆମ୍କେ ଅଇରଇବା ବଡ୍ ଦୁକ୍ କସ୍ଟ ବିସଇ ତମେ ଜାନିରୁଆ ବଲି ଆମେ ମନ୍ କଲୁନି । ମୁର୍ଚି ନାପାର୍ଲା ବଡ୍ ପରିକା ଆଇଲା । ଏନ୍ତାରି କି ଆମେ ଆରି ନ ରଇକରି ମରିଜିବାର୍ ଅଇସିବେ ବଲି ବାବ୍ତେରଇଲୁ । အခန်းကိုကြည့်ပါ။ |
ଏପିସି ସଅରେ ମୁଇ ବେସି କସ୍ଟ ପାଇଲି । କାଇକେବଇଲେ ଜନ୍ ଲକ୍ମନ୍ ମକେ ବିରଦ୍ କଲାଇ, ସେମନର୍ ସଙ୍ଗ୍ ଡଙ୍ଗ୍ରେ ରଇବା ପସୁମନର୍ ପାରା ଜୁଜିରଇଲି । ତେଇ ଆମେ ଜେନ୍ତି କସ୍ଟ ପାଇତେରଇଲୁ, ସେନ୍ତାରି ଅଇଲାକେ ଆମ୍କେ କାଇ ଲାବ୍ ମିଲ୍ଲା ? ଜଦି ମଲା ଲକ୍ମନ୍କେ ନ ଉଟାଏ, ତେବେ ଏନ୍ତାରି କଇବାଟା ନିକ ରଇସି । “ଆସା ଆମେ ବଜିକରି କାଉଁ, କାଇକେବଇଲେ ଆମେ କାଲିକେ ମର୍ବାର୍ ଅଇସିବେ ।”