18 ଜଦି ପର୍ମେସର୍ କଇବାଟା ସତ୍, ସେନ୍ତାର୍ ଆଲେ ମୁଇ କଇବାଟା ମିସା ସତ୍ ସେ । ଏକାବେଲେ ଉଁ ଆରି ନାଇ ବଲି, ନ କଇ ।
ଜିସୁ ମନ୍ଦିରେ ସିକିଆ ଦେବାବେଲେ ବେସି ଆଉଲିଅଇ କଇଲା, “ଉଁ ତମେ ମକେ ନିକ ସଙ୍ଗ୍ ଜାନିଆଚାସ୍ । ସତଇସେ ମୁଇ କେ ଆରି କନ୍ତିଅନି ଆସିଆଚି ଜାନିଆଚାସ୍ କି ? ମାତର୍ ମୁଇ ମର୍ ନିଜର୍ ଅଦିକାରେ ଆସିନାଇ, ମକେ ଜେ ପାଟାଇ ଆଚେ ସେ ସତ୍ । ତମେ ତାକେ ନାଜାନାସ୍ ।
ତମେ ପାପ୍ କରିରଇବାଟା ଆରି ଦସ୍ କରିରଇବା ବିସଇ ମର୍ ଟାନେ ବେସି ଆଚେ । କାଇକେବଇଲେ, ଜେ ମକେ ପାଟାଇ ଆଚେ, ତାର୍ତେଇ ଅନି ମୁଇ ଜାଇଟା ସୁନି ଆଚି, ସେଟା ସେ ଜାନାଇଲିନି ।”
ଜନ୍ ପର୍ମେସରର୍ ଲାଗି ତମେ ତାର୍ ପଅ ଜିସୁ କିରିସ୍ଟ, ଆମର୍ ମାପ୍ରୁର୍ସଙ୍ଗ୍ ମିସିବିଡି ରଇବାକେ ବାଚିଅଇ ଆଚାସ୍, ସେ ସେନ୍ତି କର୍ସି ଆକା ବଲି ଡାଟ୍ ସଙ୍ଗ୍ ବିସ୍ବାସ୍ କଲାସ୍ନି ।
ଜଦି ମୁଇ କଇବାଟା ସତ୍ ନାଇ, ସେନ୍ତାର୍ଆଲେ ପର୍ମେସର୍ ମକେ ଡଣ୍ଡ୍ ଦେଅ । ମୁଇ କରନ୍ତିଅତେଇ ବୁଲି ଆଇବାକେ କାଇକେ ଅଏ ନାଇ ବଲି ସେ ଜାନେ । ମୁଇ ତେଇ ଆଇଲେ, ତମର୍ ଚଲାଚଲ୍ତିର୍ ବୁଲ୍ଟିକ୍ ଦେକ୍ଲେ, ତମେ ଦୁକ୍ କର୍ତାସ୍ ।
ମୁଇ ତମ୍କେ ଜେତ୍କି ବିସଇ କଇଲି, ସେଟା ସବୁ ସତ୍ । ଗଟେକ୍ ମିସା ମିଚ୍ ନଏଁ । ଆମର୍ ମାପ୍ରୁ ଜିସୁର୍ ବାବା ପର୍ମେସର୍ ଏଟା ଜାନେ । ସେ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ ।
କେତେକ୍ ଲକ୍ମନ୍ ପର୍ମେସରର୍ ବାକିଅ ବେବାର୍ କର୍ତେରଇବା ଜିନିସ୍ ପାରା ବାଇବାଇ, ମାତର୍ ଆମେ ସେନ୍ତାର୍ ନାଇ । କାଇକେବଇଲେ ପର୍ମେସର୍ ଆମ୍କେ ପାଟାଇଆଚେ । କିରିସ୍ଟର୍ ଗତିଦାଙ୍ଗ୍ଡା ଇସାବେ, ଆମେ ତାର୍ ମୁଆଟେ ସତ୍ ବାକିଅ ଜାନାଇବୁ ।
କେବେ କେବେ ଆମ୍କେ ସନ୍ମାନ୍ ମିଲ୍ଲାନି । ମାତର୍ କେବେ କେବେ ତଲେ ପାକାଇଲାଇନି । କେବେ କେବେ ନିକ ଲକ୍ ବଲାଇଅଇଲୁନି । ମାତର୍ କେବେ କେବେ ଆମେ ନିନ୍ଦା ପାଇଲୁନି ।
ଆମେ ଏଟା ମିସା ଜାନିଆଚୁ ଜେ, ତାର୍ ପଅ ଏ ଜଗତେ ଆଇଲା ଆରି ଆମ୍କେ ସତ୍ ପର୍ମେସର୍କେ ଜାନାଇଲା । ଏ ସତ୍ ପର୍ମେସରର୍ ସଙ୍ଗ୍ ଆମେ ମିସିକରିଆଚୁ । କାଇକେବଇଲେ ତାର୍ ପଅ ଜିସୁକିରିସ୍ଟର୍ ସଙ୍ଗ୍ ଆମେ ମିସିଆଚୁ । ସେ ସେ ସତ୍ ପର୍ମେସର୍ ଆରି ସେ ସେ ଲକ୍ମନ୍କେ ନ ସାର୍ବା ଜିବନ୍ ଦେଇସି ।
ଲାଉଦିକିଆ ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମୁଇ ପାଟାଇଲିନି । ମୁଇ ଅଇଲିନି, ଆମେନ୍ । ମୁଇ ଅଇଲିନି ସତ୍ ବିସ୍ବାସର୍ ସାକି । ମର୍ଟାନେ ଅନି ପର୍ମେସର୍ ସବୁ ବିସଇ ତିଆର୍କଲା ।
ପିଲାଦଲ୍ପିଆ ମଣ୍ଡଲିକେ ଦେକାରକା କର୍ବା ଦୁତର୍ ଲଗେ ଲେକା । ଏ କବର୍ ମୁଇ ପାଟାଇଲିନି । ମୁଇ ସୁକଲ୍ ଆରି ସତ୍ । ଦାଉଦ୍ ରାଜାର୍ କୁଚିକାଡି ମର୍ଟାନେ ଆଚେ । ମୁଇ ଉଗାଡ୍ଲେ, କେ ମିସା ଡାବି ନାପାରତ୍ । ଆରି ମୁଇ ଡାବ୍ଲେ କେ ମିସା ଉଗାଡି ନାପାରତ୍ ।