୧ମ ତିମତି 5:24 - ସତିଅର୍ ବାଟ୍ ନୁଆ ନିୟମ୍ 202024 କେତେ ଲକ୍ ସବୁର୍ ଦେକ୍ତେ ପାପ୍ କଲାଇନି । ଜେନ୍ତିକି ତୁଇ ସେଟା ଜାନିପାର୍ଲୁସ୍ନି । ସେମନର୍ ଚଲାଚଲ୍ତି ପରିକା କର୍ବା ଆଗ୍ତୁ, ତୁଇ ସେଟା ଜାନ୍ସୁ । ମାତର୍ ଆରି କେତେଲକର୍ ପାପ୍ ବେସି ଦିନ୍ ଅଇଲେ ମିସା ଜାନି ନଏଁ । အခန်းကိုကြည့်ပါ။ |
ତାର୍ପଚେ ସର୍ଗେଅନି ମୁଇ ଏନ୍ତାରି ସୁନ୍ଲି । “ଏଟା ଲେକି ସଙ୍ଗଇର । ଏବେଅନି ମାପ୍ରୁଟାନେ ମିସ୍ଲାପଚେ ମରିଜିବାଇ ସେ ଲକ୍ମନ୍ କେଡେକ୍ କରମର୍ ଲକ୍ । ଉଁ ବଲି ଆତ୍ମା କଇଲାନି । ଏଟା ସତଇସେ ଗଟ୍ସି, ତାକର୍ ଆବଡ୍ କାମେଅନି ଚନେକ୍ ପୁଣ୍ଡ୍ବାକେ ସେଟା ତାକର୍ ବେଲା ରଇସି । କାଇକେବଇଲେ ସେମନ୍ କରିରଇବା ନିକ କାମର୍ ଲାଗି ସେମନ୍ ପୁରୁସ୍କାର୍ ପାଇବାଇ ।”