2 କାଇକେବଇଲେ ମାପ୍ରୁ ଜିସୁର୍ଟାନେଅନି ଆଦେସ୍ ପାଇକରି ଜାଇ ଜାଇଟା କର୍ବାକେ କଇରଇଲୁ, ସେଟା ତମେ ଜାନାସ୍ ।
ଆରି ମୁଇ ଜନ୍ ସବୁ ସିକିଆ ଦେଇଆଚି, ସେଟା ମାନା ବଲି ସିକାଆ । ଆରି ମନେ ରଅ, କାଲ୍ କାଲ୍ ଜୁଗ୍ ଜୁଗ୍ ମୁଇ ସବୁବେଲେ ତମର୍ ସଙ୍ଗ୍ ରଇବି ।”
ସେନ୍ତାରିସେ ଜିଉଦି ନ ଅଇଲା ଲକ୍ମନର୍ ସଙ୍ଗ୍ ରଇଲାବେଲେ, ମୁଇ ଜିଉଦି ନିୟମ୍ ମାନି ନାଇ । ସେ ବେଲେ ମୁଇ ଜିଉଦି ନ ଅଇଲା ଲକର୍ ପାରା ଚଲାଚଲ୍ତି କର୍ବି । ଜେନ୍ତିକି ସେମନ୍କେ କିରିସ୍ଟର୍ ବାଟେ ଆନିପାର୍ବି । ଏଟାର୍ ଅରତ୍ ନଏଁ ଜେ ମୁଇ ପର୍ମେସରର୍ ନିୟମ୍ ମାନି ନାଇ । କାଇକେବଇଲେ ମୁଇ କିରିସ୍ଟର୍ ନିୟମର୍ ତଲେ ଆଚି ।
ତେବେ ଏ ବାଇମନ୍ ସାରାସାରି ବେଲାଇ କେନ୍ତାରି ଚଲାଚଲ୍ତି କଲେ ପର୍ମେସର୍ ସାର୍ଦା ଅଇସି, ସେ ବିସଇ ତମେ ଆମର୍ଟାନେଅନି ସିକିଆଚାସ୍ । ଆରି ସେନ୍ତାରିସେ ଚଲାଚଲ୍ତି କଲାସ୍ନି । ତମେ ଜେନ୍ତାରି କଲାସ୍ନି, ସେ ଇସାବେ ଆରି ଆଗ୍ତୁ ଆଗ୍ତୁ ଜିବାକେ ଆମେ ତମ୍କେ ମାପ୍ରୁ ଜିସୁର୍ ନାଉଁଦାରି ବାବୁଜିଆ କରି ସାର୍ଦା କରାଇଲୁନି ।
ଜେନ୍ତାରି କି ତମେ ବେସିଆ କାମ୍ଟାନେଅନି ବିନେ ରଇକରି, ସୁକଲ୍ ସଙ୍ଗ୍ ରଇବାଟା ପର୍ମେସର୍ ମନ୍ କଲାନି ।
ତମର୍ ସଙ୍ଗ୍ ରଇଲାବେଲେ ଆମେ ତମ୍କେ କଇରଇଲୁ, ଜନ୍ ଲକ୍ ପାଇଟି କାବାଡ୍ ନ କରେ, ସେ ବାତ୍ପେଜ୍ ନ କାଅ ।
ଏ ବାଇବଇନିମନ୍, ଆମେ ତମ୍କେ ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଦାରି ଆଦେସ୍ ଦେଲୁନି । କନ୍ ବାଇ ମିସା ଆମର୍ଟାନେଅନି ପାଇରଇବା ସିକିଆ ଇସାବେ ମାନିକରି ବାଡୁଅଇକରି ଚଲାଚଲ୍ତି କର୍ସି ବଇଲେ, ତାର୍ଟାନେଅନି ବେଗ୍ଲି ଦିଆସ୍ ।