6 ଆମେ କାର୍ଲଗେ ଅନି ସନ୍ମାନ୍ ପାଇବୁ ବଲି ଚେସ୍ଟା କରି ନ ରଇଲୁ । ତମର୍ଟାନେ ଅନି କି ବିନ୍ ଲକର୍ ଟାନେଅନି ମିସା ନାଇ ।
ସେମନ୍ ପର୍ମେସର୍କେ ମାନାଇବା ଟାନେଅନି ଲକ୍ମନ୍କେ ମାନାଇବାଟା ଅଦିକ୍ ନିକ ବଲି ବାବ୍ତେରଇଲାଇ ।
“ମୁଇ ମୁନୁସ୍ ଲକ୍ମନର୍ ଟାନେଅନି ଡାକ୍ପୁଟା କଜି ନାଇ ।
ତମେ ନିଜର୍ ନିଜର୍ ବିତ୍ରେ ସନ୍ମାନ୍ ପାଇବାକେ ମନ୍କଲାସ୍ନି । ମାତର୍ ପର୍ମେସରର୍ ଆଲାଦ୍ ପାଇବାକେ ମନ୍ କରାସ୍ ନାଇ । ସେନ୍ତି ବଇଲେ ତମେ କେନ୍ତି ମକେ ବିସ୍ବାସ୍ କରିପାରାସ୍ ?
ଜନ୍ ଲକ୍ ନିଜର୍ ଅଦିକାରେଅନି କାତା କଇସି ସେ ନିଜେ ମଇମା ପାଇ ଅଇବାକେ କଇସି । ମାତର୍ ଜନ୍ଲକ୍ ମକେ ପାଟାଇଲା ଲକ୍ ସନ୍ମାନ୍ ପାଅ ବଲି ମନ୍ କର୍ସି ବଇଲେ, ସେ ମିଚ୍ ନ କଇ ସତ୍ କାତା କଇସି । ଆରି ତାର୍ଟାନେ କାଇ ବୁଲ୍ ବିସଇ ନ ରଏ ।
ମନସ୍ ମାଇଜିର୍ ପାଇ ତିଆର୍ ଅଏନାଇ । ମାତର୍ ମାଇଜି ମୁନୁସର୍ ପାଇ ତିଆର୍ ଅଇଲାଆଚେ ।
ମୁଇ ନ ଆଇତେ ଏ ସବୁଜାକ ତମ୍କେ କାଇକେ ଲେକ୍ଲିନି ବଇଲେ, ଜେନ୍ତିକି ମୁଇ ଆଇଲାବେଲେ ମାପ୍ରୁ ମକେ ଦେଇରଇବା ଅଦିକାର୍ ସଙ୍ଗ୍ ତମ୍କେ ଡଣ୍ଡ୍ ଦେବାକେ ନ ପଡେ । ଜନ୍ ଅଦିକାର୍ ତମର୍ ବିସ୍ବାସ୍ ବଡାଇବାକେ ଦେଲାଆଚେ, ମାତର୍ ସେଟା ଉନା କର୍ବାକେ ନାଇ ।
କାଇକେବଇଲେ ଆମେ ନିଜର୍ ବିସଇ ଜାନାଇ ଅଉନାଇ । ମାତର୍ ଜିସୁ କିରିସ୍ଟ ଜେ କି ମାପ୍ରୁ, ତାର୍ ବିସଇ ଜାନାଇଲୁନି । ଜିସୁର୍ ଲାଗି ତମର୍ ଗତିଦାଙ୍ଗ୍ଡା ଇସାବେ ଆମେ ନିଜେ ଜାନାଇଅଇଲୁନି ।
ଏଟା ସୁନି ତମେ ମନେ ମନେ କାଇଟା ବାବ୍ଲାସ୍ନି ? ମୁଇ ଲକ୍ମନର୍ ମାନ୍ବାଟା ପାଇବାକେ ଚେସ୍ଟା କଲିନି କି ? ନାଇ, କେବେ ନାଇ । ମୁଇ ପରମେସରର୍ ମାନ୍ବାଟାସେ ମନ୍ କଲିନି । ମୁଇ କାଇ ଡାକ୍ପୁଟା ଅଇବି ବଲି ମନ୍ କଲିନି କି ? ମୁଇ ଜଦି ଏବେ ଜାକ ଡାକ୍ପୁଟା ଅଇବାକେ ମନ୍ କର୍ତି ବଇଲେ, ଆଜି କିରିସ୍ଟର୍ ସେବାକାରିଆ ନ ଅଇତି ।
ଆମେ ଚୁଚାଇ ବଡ୍ପନ୍ ଅଇ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ରିସା ନ କରୁ ଆରି ଇଁସା ନ କରୁ ।
କାଇକେ ବଇଲେ ଜନ୍ ଲକ୍ମନ୍ ସୁନତ୍ ବିଦିକେ ଟିକ୍ ବଲି କଇଲାଇନି, ସେମନ୍ ନିଜେ, ମସାର୍ ସବୁ ନିୟମ୍ ମାନତ୍ ନାଇ । ଜେନ୍ତି କି ତମେ ସୁନତ୍ ଅଇ ସେମନର୍ବାଟେ ମିସ୍ଲାସ୍ । ଏଟା ନେଇକରି ବଡ୍ପନ୍ ଅଇବାଇ ।
ଏ ବାଇବଇନିମନ୍ ଆମେ ଆବଡ୍ ଅଇ ଗାଗ୍ଡେ ବାଦିଜାଇରଇଲେ ମିସା ମାନିଅଇ କାମ୍ କଲାଟା ତମ୍କେ ମନେରଇସି । ଆମେ ଜେନ୍ତିକି ତମର୍ ଉପ୍ରେ ବଜ୍ ନ ଅଇକରି, ଏଟାର୍ପାଇ ଦିନ୍ ରାତି କସ୍ଟ ପାଇ ପର୍ମେସରର୍ ସୁବ୍କବର୍ ତମ୍କେ ଜାନାଇରଇଲୁ ।
ଜନ୍ ପାର୍ଚିନ୍ମନ୍ ମଣ୍ଡଲିର୍ ନେତା ଅଇ ଡାକିନେଲାଇନି, ସେମନ୍ ଦୁଇଗୁନ୍ ବୁତି ପାଇବା ଦର୍କାର୍ । କାଇକେବଇଲେ ସୁବ୍କବର୍ ଜାନାଇବାଟା ଆରି ସିକାଇବାଟା ସେମନ୍କେ ଦାଇତ୍ ଇସାବେ ଦେଲାଇ ଆଚତ୍ ।