20 ତମେ ସବୁବେଲେ ଆମର୍ପାଇ ଡାକ୍ପୁଟା ଆରି ସାର୍ଦା ।
ମାତର୍ ଗଟେକ୍ ମୁନୁସ୍ ପିଲା ପାର୍ତନା କଲାବେଲେ ତାର୍ ମୁଣ୍ଡେ ଅଡ୍ନା ପାକାଇବାର୍ ଦର୍କାର୍ ନାଇ । କାଇକେ ବଇଲେ ସେ ପର୍ମେସରର୍ ଚାଇଁ ଆରି ତାର୍ ଡାକ୍ପୁଟା ଦେକାଇସି । ଆରି ମାଇଜି ମୁନୁସର୍ ଡାକ୍ପୁଟା ଦେକାଇସି ।
ଏବେ ଆମେ ଜାଇଟା କଲୁନି, ସେ ବିସଇ ତମେ ଅଲପ୍ ଅଲପ୍ ବୁଜ୍ଲାସ୍ନି । ମାତର୍ ମୁଇ ଆସା କଲିନି, ସେଟା ତମେ ପୁରାପୁରୁନ୍ ବୁଜି ପାର୍ସା । ଜେନ୍ତାରି କି, ଆମର୍ ମାପ୍ରୁ ଜିସୁ ବାଉଡ୍ଲା ଦିନେ, ତମେ ଆମର୍ ଲାଗି ସାର୍ଦା କର୍ସା, ସେନ୍ତାରିସେ ଆମେ ମିସା ତମର୍ଲାଗି ସାର୍ଦା କର୍ବୁ ।
ସାରାସାରିପଚେ ଆମେ ଦୁକ୍ କସ୍ଟ ମୁର୍ଚି ନାପାରିକରି ଆତିନେସ୍ତେଇ କାର୍ ସଙ୍ଗ୍ ନ ମିସିକରି ଜିଉନାକାଉନା କରୁବଲି, କାତା ଅଇଲୁ ।