ମୁଇ ତେଇ ଜିବାର୍ ଆଚେଆକା ବଲି ପରମେସରର୍ଟାନେଅନି ଆଦେସ୍ ପାଇ ଜାଇରଇଲି । ଜିଉଦି ନ ଅଇଲା ଲକ୍ମନର୍ ଲଗେ ମୁଇ ଜନ୍ କବର୍ ଜାନାଇଲିନି, ସେଟା ଜିରୁସାଲମର୍ ନେତା ବଲି ମାନିଅ ପାଇରଇବା ଲକ୍ମନ୍, ଗଟେକ୍ ଗରେ ବସ୍ଲା ବେଲେ, ତେଇ ବୁଜାଇ ଦେଲି । ଜେନ୍ତିକି ମର୍ ଆଗର୍ ପଚର୍ ଜାନାଇବା ସୁବ୍କବର୍ ବେକାର ନ ଅ, ସେଟାର୍ ପାଇ ମୁଇ ଦିଆନ୍ ଦେଇରଇଲି ।