୧ ମ ପିତର୍ 4:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 ଦରମ୍ ସାସ୍ତରେ ଲେକାଅଇଲାପାରା, “ଜଦି ଦରମ୍ ଲକ୍ ମୁକ୍ତି ପାଇବାଟା ଆବଡ୍ ପର୍ମେସରର୍ ବିସଇ କାଇ ଚିନ୍ତା ନ କର୍ବା ପାପିମନର୍ ବିସଇ କେନ୍ତାର୍ ରଇସି ?” အခန်းကိုကြည့်ပါ။ |
ଦରମ୍ କାମ୍ କର୍ବା ଲକ୍ମନର୍ପାଇ ନିୟମ୍ ତିଆର୍ ନ ଅଇରଇଲା । ତାର୍ ବାଦୁଲେ ଜନ୍ ଲକ୍ମନ୍ ତାର୍ ବିରଦି ଅଇରଇଲାଇ, ଆରି ତାର୍ କାତା ମାନି ନ ରଇଲାଇ, ସେନ୍ତାରି ଲକ୍ମନର୍ ପାଇ ପର୍ମେସର୍ ନିୟମ୍ ତିଆର୍ କରିରଇଲା । ଜନ୍ ଲକ୍ମନ୍ ପର୍ମେସର୍ ରଏ ନାଇ ବଲି ଚଲାଚଲ୍ତି କଲାଇନି, ଜନ୍ ଲକ୍ମନ୍ ପାପ୍ କର୍ବାଇ, କରାପ୍ କାମ୍ କର୍ତେରଇବାଇ, ଆରି ପର୍ମେସର୍କେ ସନ୍ମାନ୍ ନ ଦେଇତେରଅତ୍, ଜନ୍ଲକ୍ମନ୍ କି ତାକର୍ ଆୟା ବାବାମନ୍କେ ମରାଇବାଇ କି ବିନ୍ ଲକ୍ମନ୍କେ ମିସା ମରାଇବାଇ,