25 ଆଗ୍ତୁ ତମେ ବାଟ୍ ବାନା ଅଇଲା ମେଣ୍ଡାପାରା ରଇଲାସ୍, ମାତର୍ ଏବେ ସେ ତମ୍କେ ଡାକି ଆନିଆଚେ । ସେ ଆକା ତମ୍କେ ଜତନ୍କରି ତମର୍ ଆତ୍ମାମନ୍କେ ଜାଗ୍ଲାନି ।
ତମେ କାଇଟା ବାବ୍ଲାସ୍ନି, ଜଦି ଗଟେକ୍ ଲକର୍ ସଏଟା ମେଣ୍ଡା ରଇସି ଆରି ସିତିଅନି ଗଟେକ୍ ଆଜି ଜାଇସି, ତେବେ ସେ କାଇଟା କର୍ସି ? ନବେ ନଅଟା ମେଣ୍ଡାକେ ଡଙ୍ଗରେ ଚାର୍ବାକେ ଚାଡିଦେଇ ସେ ଆଜ୍ଲା ମେଣ୍ଡାକେ କଜ୍ବାର୍ ବାରଇସି ।
ଆରି ତେଇ ରଇଲା ଜବର୍ ଲକ୍ମନ୍କେ ଦେକିକରି ସେ ଦୟା କଲା । କାଇକେ ବଇଲେ ସେମନ୍ ବେସି ତାକିଜାଇରଇଲା ଆରି ସାଇଜ ପାଇବାକେ କନ୍ ବାଟେ ଜିବାର୍ ଆଚେ, ଜାନିନାପାର୍ତେ ରଇଲାଇ । ସେମନ୍ ଗଉଡ୍ ନଇଲା ମେଣ୍ଡାରାସି ପାରା ଅଇଜାଇରଇଲାଇ ।
ତେବର୍ପାଇ ତମେ ନିଜର୍ ବିସଇ ଆରି ସୁକଲ୍ଆତ୍ମା ତାର୍ ସତ୍ ଗିଆନେ ଜନ୍ ବିସ୍ବାସି ମାନ୍ଦାକେ ଦେକାରକାପାଇ ଚାଡିଦେଇ ଆଚେ, ସେ ସବୁ ବିସଇଟାନେ ଜାଗ୍ରତ୍ ଉଆ । ମେଣ୍ଡା ଚାରାଉ ଗଉଡ୍ପାରା ପରମେସରର୍ ମଣ୍ଡଲିର୍ ଜତନ୍ ନିଆ । ସେ ମଣ୍ଡଲିକେ ପରମେସର୍ ତାର୍ ନିଜର୍ ବନିଦେଇ ଗେନିଆଚେ ।
ଆମର୍ ମାପ୍ରୁ ଜିସୁକେ ପର୍ମେସର୍ ମଲାତେଇଅନି ଉଟାଇଲା । ସେ ଗଟେକ୍ ଗଉଡ୍ପାରା ଆମ୍କେ ଜାଗିରଇସି । ଆମେ ପର୍ମେସର୍ ସଙ୍ଗ୍ ସବୁଦିନର୍ପାଇ ଗଟେକ୍ ଅଇବାଟାକେ ତାର୍ ବନି ଜରାଇଲା ।
ଏ ମର୍ ବିସ୍ବାସି ବାଇବଇନିମନ୍, ଜନ୍ଲକ୍ମନ୍କେ କି ପର୍ମେସର୍ ତାର୍ ଲକ୍ ବଲି ବାଚ୍ଲା ଆଚେ, । ଆମେ ଜିସୁର୍ ବିସଇ ଅଲପ୍ ବାବିଦେକୁ । କାଇକେବଇଲେ ଜେତ୍କି ସବୁ ବିସଇ ଆମର୍ ବିସ୍ବାସର୍ ଲାଗି ଆଚେ, ତାକେ ସେ ପର୍ମେସର୍ ବଡ୍ ପୁଜାରି ଇସାବେ ପାଟାଇଲା ।
ଜେଡେବେଲେ ତାର୍ ସଙ୍ଗାରିମନ୍ ନାଜାନିକରି ରଇବାଇ, ଆରି ବୁଲ୍ କାମ୍ କରିରଇବାଇ, ସେ ସେମନର୍ ସଙ୍ଗ୍ ଦୟାଦରମ୍ ଦେକାଇକରି ରଇପାର୍ସି । କାଇକେବଇଲେ ତାର୍ ଜିବନେ ମିସା ବେସି ବୁଲ୍ ରଇସି ।
ଏ ବନ୍ଦି ଆତ୍ମାମନ୍ ପୁର୍ବେ ନଅର୍ ବେଲେ ପର୍ମେସରର୍ କାତା ନ ମାନ୍ଲାଟାମନ୍ । ସେଡ୍କିବେଲେ ନଅ ବଡ୍ ଡଙ୍ଗା ତିଆର୍ କର୍ତେରଇଲା । ତାର୍ କାତା ଲକ୍ମନ୍ ବିସ୍ବାସ୍ କର୍ବାଇ ବଲି ପର୍ମେସର୍ ମୁର୍ଚିକରି ରଇଲା । କାଇକେବଇଲେ, ଏକାଇ ଆଟ୍ ଲକ୍ସେ ସେ ପାନିତେଇ ବୁଡତ୍ନାଇ । ସେମନ୍ ଡଙ୍ଗାଇ ଚଗିରଇଲାଇ ଆରି ରକିଆ ପାଇଲାଇ ।
ଆରି ଜେଡେବେଲେ ଜିସୁକିରିସ୍ଟ ଜେ କି ସବୁ ବିସ୍ବାସିମନର୍ ବଡ୍ ନେତା ଦେକାଇ ଅଇସି, ଉଜଲ୍ ଉନା ନ ଅଇବା ଡାକ୍ପୁଟାର୍ ପୁରୁସ୍କାର୍ ତମ୍କେ ଦେଇସି ।