10 ଆଗେ ତମେ ତାର୍ ନିଜର୍ ଲକ୍ ନ ରଇଲାସ୍ । ମାତର୍ ଏବେ ତାର୍ ନିଜର୍ ଲକ୍ ଅଇଆଚାସ୍ । ଆଗେ ତାର୍ ଦୟା ପାଇ ନ ରଇଲାସ୍, ମାତର୍ ଏବେ ପାଇଆଚାସ୍ ।
ଆରି ତରେକ୍ ମୁଇ ପାଚାର୍ଲିନି, ଇସ୍ରାଏଲର୍ ଲକ୍ମନ୍ ସେଟା ନିକସଙ୍ଗ୍ ବୁଜତ୍ ନାଇ କି ? ଉଁ ବୁଜିଆଚତ୍ । କାଇକେବଇଲେ ବେସି ବରସ୍ ଆଗ୍ତୁ ମସା ଉତର୍ଦେଇ ଲେକ୍ଲା ଆଚେ, ଗଟେକ୍ ନାଜାନ୍ଲା ଜାତିକେ ସାଇଜ କରି ମର୍ ଲକ୍ମନ୍କେ ଇଁସା କରାଇବି । ସେନ୍ତି ଗଟେକ୍ ବକୁଆ ଜାତିର୍ ଲକ୍କେ ଦୟାକରି ମୁଇ ସେମନ୍କେ ରିସା କରାଇବି ।
ଜିଉଦିନଇଲା ଲକ୍ମନ୍ ତମେ ପୁର୍ବେ ପରମେସରର୍ କାତା ନ ମାନ୍ତେ ରଇଲାସ୍, ମାତର୍ ଜିଉଦିମନ୍ କାତା ନ ମାନ୍ଲାର୍ ପାଇ, ଏବେ ତମେ ପରମେସରର୍ ଜିବନ୍ ଦୁକାନିର୍ ଆଲାଦ୍ ପାଇଆଚାସ୍ ।
ଏବେ ମୁଇ ବିବା ନ ଅଇଲା ଦାଙ୍ଗ୍ଡାଦାଙ୍ଗ୍ଡି ବିସଇନେଇ ଲେକ୍ବି । ସେ ବିସଇନେଇ ମାପ୍ରୁର୍ ଲଗେଅନି କାଇ ଆଦେସ୍ ପାଇନାଇ । ମାତର୍ ପର୍ମେସର୍ ମକେ ଦୟା କରି ଗଟେକ୍ ସତ୍ଦରମ୍ ଲକ୍ ଇସାବେ ନିଜର୍ ମନର୍ କାତା କଇଲିନି ।
ଗଟେକ୍ ବେଲାଇ କିରିସ୍ଟର୍ ବିସଇର୍ କାରାପ୍ କାତା କଇତେରଇଲେ ମିସା ଆରି ବିନ୍ ବିସ୍ବାସିମନ୍କେ କାରାପ୍ ଇସାବେ ଦେକି ନିନ୍ଦା କର୍ତେରଇଲି ମିସା, ପର୍ମେସର୍ ମକେ ଦୟା ଦେକାଇଲା । କାଇକେବଇଲେ ମୁଇ କାଇଟା କର୍ତେରଇଲି, ସେଟା ନିଜେ ନାଜାନ୍ତେରଇଲି । ଆରି ମୁଇ କିରିସ୍ଟକେ ବିସ୍ବାସ୍ ନ କରିରଇଲି ।
ତେବର୍ପାଇ ତମେ ସାଆସ୍ ସଙ୍ଗ୍ ପର୍ମେସରର୍ ଟାନେ ଜାଇଅଇସି, ଜଦି ଆମେ ମାଙ୍ଗ୍ଲେ ସେ ଜିବନ୍ ଦୁକାଇ ଆମ୍କେ ଦୟା କର୍ସି ଆରି ସାଇଜ ଦର୍କାର୍ ରଇବାବେଲେ, ଆମ୍କେ ସାଇଜ କର୍ସି ।