୧ ମ ଜଅନ୍ 5:9 - ସତିଅର୍ ବାଟ୍ ନୁଆ ନିୟମ୍ 20209 ଜେଡେବେଲେ ଲକ୍ମନ୍ ତାକର୍ ଜାନିରଇବା ବିସଇନେଇ ସାକିଦେବାଇ, ଆମେ ସେମନ୍କେ ବିସ୍ବାସ୍ କର୍ବୁ । ମାତର୍ ପର୍ମେସର୍ ଆମ୍କେ ସାକିଦେବାଟା ତାର୍ତେଇଅନି ଅଦିକ୍ ମୁକିଅ । କାଇକେବଇଲେ ସେଟା ପର୍ମେସରର୍ ସାକି । ସେ ତାର୍ ନିଜର୍ ପଅର୍ ବିସଇନେଇ ଆମ୍କେ ସାକିଦେଲାନି । အခန်းကိုကြည့်ပါ။ |