2 ପର୍ମେସରର୍ ପିଲାମନ୍କେ ଆମେ ଆଲାଦ୍ କଲୁନି ବଲି ଏନ୍ତାରି ଜାନିଅଇସି । ପର୍ମେସର୍କେ ଆଲାଦ୍ କରି ଆରି ତାର୍ ଆଦେସ୍ ମିସା ମାନିକରି ।
ତମର୍ ତମର୍ ବିତ୍ରେ ଆଲାଦ୍ କରା । ଏଟା ଅଇଲାନି ମର୍ ଆଦେସ୍ ।”
ଆମେ ତାକେ ଜାନ୍ବା ଲକ୍ ଅଇଲୁଆଚୁ । ଜଦି ଆମେ ତାର୍ ତିଆର୍ଲାଟା ମାନ୍ଲୁନି, ଏଟା ଡାଁଟ୍ସଙ୍ଗ୍ ଜାନ୍ଲୁନି ।
ମାତର୍ ଜେ ଜଦି ତାର୍ ବାକିଅ ମାନ୍ସି, ସେନ୍ତାର୍ ଆଲେ ପର୍ମେସରର୍ପାଇ ରଇବା ତାର୍ ଆଲାଦ୍ ସତଇସେ ପୁରାପୁରୁନ୍ ସିଦ୍ ଅଇଆଚେ । ଆମେ ପର୍ମେସରର୍ ସଙ୍ଗ୍ ମିସ୍ଲୁଆଚୁ ବଲି ଦେକାଇବା ବିସଇ ।
ଆମେ କିରିସ୍ଟ ବିସ୍ବାସି ବାଇବଇନିମନ୍କେ ଆଲାଦ୍ କର୍ବାର୍ ଲାଗି ଏଟା ଜାନ୍ଲୁନି । ଜେ ଆଲାଦ୍ ନ କରେ, ସେ ଏବେ ମିସା ମରନର୍ ସାସନର୍ ତଲେଆଚେ ।
ଆରି ସେ ଆମ୍କେ ଏ ଆଦେସ୍ ଦେଇ ତିଆର୍ଲାଆଚେ, ଜେ ପର୍ମେସର୍କେ ଆଲାଦ୍ କର୍ସି, ତାର୍ ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ମିସା ଆଲାଦ୍ କର୍ବାର୍ ଆଚେ ।