୧ ମ ଜଅନ୍ 4:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ମାତର୍ ଆମେ ପର୍ମେସରର୍ ଲକ୍ । ଆରି ଜେତ୍କି ଲକ୍ ପର୍ମେସର୍କେ ଜାନିଆଚତ୍, ସେମନ୍ ସବୁ ଆମର୍ ସିକିଆ ମାନ୍ବାଇ । ମାତର୍ ଜେତ୍କି ପର୍ମେସରର୍ ଲକ୍ ନଅତ୍, ଆମର୍ ସିକିଆ ନ ମାନତ୍ । ଏଟାର୍ଲାଗି ଗଟେକ୍ ଲକ୍କେ ସତ୍ ଆତ୍ମା ଆଚେ କି ସଇତାନର୍ ଆତ୍ମା ଆଚେ ବଲି ଜାନିଅଇସି । အခန်းကိုကြည့်ပါ။ |
ଏ ଆଲାଦର୍ ବାଇବଇନିମନ୍, ଜଦି କେ ମିସା ପର୍ମେସରର୍ ଆତ୍ମା ମର୍ଟାନେ ଆଚେ, ବଲି କଇବା ଲକ୍ମନର୍ କାତା ବିସ୍ବାସ୍ କର୍ବାର୍ ନାଇ । ମାତର୍ ସେନ୍ତାରି ଲକର୍ଟାନେ ସତଇସେ ପର୍ମେସରର୍ ଆତ୍ମା ଆଚେ କି ନାଇ ଜାନ୍ବାକେ ମନ୍ଦିଆନ୍ ଦେଇ ସେ କଇବା କାତା ପରିକା କର୍ବାର୍ ଆଚେ । କାଇକେବଇଲେ ମିଚ୍ କାତା ସିକାଉମନ୍ ବେସି ଲକ୍ ବାରଇଆଚତ୍ । ପର୍ମେସରର୍ ଟାନେଅନି ମିଲାଇଲା କବର୍ ବଲି ସବୁବାଟେ ଗାଲାଇ ଆଚତ୍ ।