9 ପର୍ମେସରର୍ ପିଲା ଅଇରଇବା କେ ମିସା ପାପ୍କରିଲାଗି ରଇବାର୍ ନାଇ । କାଇକେବଇଲେ ପର୍ମେସରର୍ ଗୁନ୍ଚଲନ୍ ତାକର୍ ବିତ୍ରେ ଆଚେ । ସେମନ୍ ପର୍ମେସରର୍ ପିଲାଜିଲା ଅଇଲାଇକେ, ପାପ୍କରିଲାଗି ନ ରଅତ୍ ।
ନିକ ଗଚେ ବାନିଆ ପଲ୍ ନ ପଲେ କି ବାନିଆ ଗଚେ ନିକ ପଲ୍ ଅଇନାପାରେ ।
ସେମନ୍ ମୁନୁସ୍ମନ୍ ମନ୍କଲା ଇସାବେ ଜନମ୍ ଅଅତ୍ନାଇ, କି ଗାଗଡର୍ ବନି ଇସାବେ ଅଅତ୍ନାଇ । ନିଜେ ପର୍ମେସର୍ ସେମନର୍ ବାବା ।
ଜିସୁ ତାକେ କଇଲା, “ମୁଇ ତକେ ସତ୍ କାତା କଇଲିନି, ଆରିତରେକ୍ ଜନମ୍ ନ ଅଇଲେ କେ ମିସା ପର୍ମେସରର୍ ରାଇଜ୍ ଦେକି ନାପାରତ୍ ।”
କାଇକେ ବଇଲେ ଆମେ ଜାଇଟା ଦେକ୍ଲୁ ଆଚୁ ଆରି ସୁନ୍ଲୁ ଆଚୁ ସେଟା ନ କଇକରି ରଇନାପାରୁ ।”
ନାଇ କେବେ ନାଇ । ପାପ୍ କର୍ବା ବିସଇତେଇ ଆମେ ମରିଗାଲୁଆଚୁ । ଆରି କେନ୍ତି ପାପ୍ କର୍ତେସେ ରଇବୁ ?
ଲକର୍ ଚଲନ୍ ସୁକଲ୍ଆତ୍ମାର୍ ବିରଦି । ସେନ୍ତି ସେ ସୁକଲ୍ଆତ୍ମା ମନ୍ କର୍ବାଟା, ଲକର୍ ଚଲନର୍ ବିରଦି । ଏମନ୍ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସତ୍ରୁ । ସେଟାର୍ ପାଇ ତମେ କାଇଟା କର୍ବାକେ ମନ୍ କଲାସ୍ନି ସେଟା କରି ନାପାରାସ୍ ।
ଏନ୍ତାରିଅଇ ସେମନ୍ କାଲ୍କାଲ୍ ଜୁଗ୍ଜୁଗ୍ ପର୍ମେସରର୍ ସଙ୍ଗ୍ ବଁଚ୍ବାକେ ଆସା କର୍ବାଇ । କାଇକେବଇଲେ କାଇଟା ତିଆର୍ ନ ଅଇତେ କାଲ୍କାଲ୍ ଜୁଗ୍ଜୁଗ୍ ତାର୍ ଲକ୍ ତାର୍ ସଙ୍ଗ୍ ବଁଚ୍ବାଇ ବଲି ପର୍ମେସର୍ କାତା ଦେଇରଇଲା । ଏଟା ପୁରାପୁରୁନ୍ ସତ୍ ବଲି ଆମେ ଜାନ୍ଲୁନି । କାଇକେବଇଲେ ସେ କେବେ ମିଚ୍ ନ କଏ ।
ତମେ ଆରିତରେକ୍ ଜନମ୍ ଅଇଲାସ୍କେ ଏନ୍ତାରି କଲାସ୍ନି । କେବେ ନ ମର୍ବା ବାବାମାଆର୍ ପିଲାମନର୍ ଇସାବେ । ତାର୍ ବାକିଅ ତମ୍କେ ନୁଆ ଜିବନ୍ ଦେଲାଆଚେ । ତାର୍ ବାକିଅ ସବୁଦିନର୍ପାଇ ରଇସି ।
ଆମେ ଜାନିଆଚୁ, କିରିସ୍ଟ ଅନିଆଇ କାମ୍ ନ କରେ । ଏଟାମିସା ଜାନିଆଚୁ, ଜନ୍ଲକ୍ମନ୍ ସତ୍ କାମ୍ କର୍ବାଇ, ସେମନ୍ ପର୍ମେସରର୍ ପିଲାଟକି ।
ତେବେ ଜଦି ଗଟେକ୍ ଲକ୍ କିରିସ୍ଟର୍ ସଙ୍ଗ୍ ମିସିରଇଲେ, ସେ ଆରି ପାପ୍ କର୍ବାର୍ ନାଇ । ମାତର୍ ଗଟେକ୍ ଲକ୍ ଜଦି ପାପ୍ କରିଲାଗିରଇସି, ସେ କିରିସ୍ଟକେ ଦେକେନାଇ କି ନାଜାନେ ମିସା ।
ଏ ମର୍ ଆଲାଦର୍ ମଇତର୍ମନ୍, ଆମେ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରାକରି ଅଉଁ । କାଇକେବଇଲେ ଆଲାଦ୍ କର୍ବାକେ ପର୍ମେସର୍ ଆମ୍କେ ସାଇଜ କର୍ସି । ଜେ ଜଦି ବିନ୍ ଲକ୍ମନ୍କେ ଆଲାଦ୍ କର୍ସି, ସେ ପର୍ମେସରର୍ ପିଲା ଆରି ପର୍ମେସର୍କେ ଜାନେ ।
ଜେ କି ଜିସୁକେ ମସିଅ ବଲି ବିସ୍ବାସ୍ କର୍ସି, ସେ ପର୍ମେସରର୍ ପିଲା । ଆରି ଜେ କି ବାବାକେ ଆଲାଦ୍ କର୍ସି, ସେ ତାର୍ ପିଲାକେ ମିସା ଆଲାଦ୍ କର୍ସି ।
ଆମେ ଜାନିଆଚୁ, ଜେ ପର୍ମେସରର୍ ପିଲା ଅଇଗାଲା ଆଚେ, ସେ ପାପ୍କାମ୍ କରିଲାଗି ନ ରଏ । କାଇକେବଇଲେ ପର୍ମେସରର୍ ପଅ ତାକେ ଦେକାରକା କର୍ସି । ଆରି ସଇତାନ୍ ଜେ କି ସବୁ ରକାମ୍ କାରାପ୍ କାମ୍ କରାଇସି, ତାକେ କାଇଟା କରିନଏଁ ।
କାଇକେବଇଲେ ପର୍ମେସରର୍ ସବୁ ପିଲା ଏ ଜଗତର୍ କାରାପ୍ ଚଲାଚଲ୍ତି ନିଚିକରି ଜିତିପାର୍ସି । ଆମର୍ ବିସ୍ବାସର୍ ଲାଗି ଆମେ ଜଗତ୍କେ ଜିତିଅଇସି ।
ଆଲାଦର୍ ମଇତର୍, କାରାପ୍ କାମ୍ କରି ଚଲାଚଲ୍ତି କର୍ବା ଲକ୍ମନର୍ ପାରା ଉଆନାଇ । ତାର୍ ବାଦୁଲେ ନିକ କାମ୍ କର୍ବା ଲକ୍ମନର୍ପାରା ଉଆ । ଜଦି କେ କାରାପ୍ କାମ୍ କଲେ, ତାର୍ କାମେଅନି ସେ ପର୍ମେସର୍କେ ନାଜାନେ ବଲି ଡିସ୍ଲାନି ।