୧ ମ ଜଅନ୍ 3:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ଏ ମର୍ ଆଲାଦର୍ ମଇତର୍ମନ୍, ଏବେ ଆମେ ପର୍ମେସରର୍ ପିଲାଜିଲା ଅଇଆଚୁ । ପଚ୍କେ ଆମେ କେନ୍ତାର୍ ଅଇରଇବୁ ବଲି ଏବେଜାକ ନାଜାନୁ । ମାତର୍ ଜେଡେବେଲେ କିରିସ୍ଟ ଏଜଗତେ ବାଉଡି ଆଇସି, ସେବେଲେ ସେ ଜେନ୍ତାରି ଆଚେ, ସେନ୍ତାରି ତାକେ ଆମେ ଦେକ୍ବୁ । ଆମେ ମିସା ତାର୍ପାରା ଅଇଜିବୁ । ଏଟା ସତ୍ । အခန်းကိုကြည့်ပါ။ |
ମାତର୍ ଜନ୍ଟା ଆମେ ଏବେ ଦେକ୍ଲୁନି, ସେଟା ଦର୍ପନେ ଦେକ୍ଲାପାରା ସେତେକ୍ ନିକ ଡିସେ ନାଇ । ମାତର୍ ଗଟେକ୍ ଦିନ୍ ଆଇସି, ଜେବେ କିରିସ୍ଟକେ ଆମର୍ ମୁଆଟେ ଦେକ୍ବୁ । ସେ ବେଲେ ଆମେ ନିକସଙ୍ଗ୍ ଜାନ୍ବୁ । ଏବେ ଆମେ ଉନା ବିସଇ ଜାନ୍ଲୁନି, ମାତର୍ ସେ ଦିନ୍ମନ୍କେ ଆମେ ପୁରାପୁରୁନ୍ ବାବେ ଜାନ୍ବୁ । ଜେନ୍ତାର୍ କି ପର୍ମେସର୍ ଆମ୍କେ ପୁରାପୁରୁନ୍ ବାବେ ଜାନେ ।
ତାର୍ ମଇମା ଆରି ଦରମର୍ ଲାଗି ସେ ଆମ୍କେ ବେସି ବଡ୍ ଆରି ବେସି ମୁଲିଅ ରଇବା ଦାନ୍ ଦେଲାଆଚେ । କିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନ୍ ଜେନ୍ତିକି କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେନ୍ତାରି ମନ୍କର୍ବା ଟାନେଅନି ମୁକ୍ଲାଇବାକେ ସେ ଆମ୍କେ ଏନ୍ତାରି କଲାଆଚେ । ଏ ସବୁ ବିସଇ ତାକର୍ ମନ୍କେ ନସାଇସି । ମାତର୍ ତମେ ପର୍ମେସରର୍ ପାରା ଦରମ୍ ଅଇପାର୍ସା ।