୧ ମ ଜଅନ୍ 3:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ଆମେ ସବୁ ସେନ୍ତାରି ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କଲେ, ପର୍ମେସରର୍ ଲକ୍ବଲି ଜାନ୍ବୁ ଆକା । ଜନ୍ଟା ସତ୍ ଆରି ଜନ୍ଟା ଟିକ୍, ସେ ତାର୍ ଲକ୍ମନ୍କେ ଦେକାଇସି । ଆରି ଆମେ ପର୍ମେସର୍କେ ପାର୍ତନା କଲାବେଲେ ନ ଡରୁ । အခန်းကိုကြည့်ပါ။ |