6 କେ ଜଦି ପର୍ମେସରର୍ ସଙ୍ଗ୍ ମିସିଆଚି ବଲି କଇଲେ, ଜିସୁର୍ ଚଲାଚଲ୍ତି ପାରା ଚଲ୍ବାର୍ଆଚେ ।
ମର୍ ଜୁଆଡି ବଇ ମର୍ଟାନେଅନି ସିକା । କାଇକେବଇଲେ ମୁଇ ନିଜେ ସୁଆଲ୍ ଆରି ମର୍ ମନ୍ କୁଉଁଲ୍ ଅଇଲାର୍ ଲାଗି ତମେ ମର୍ଲଗେ ପୁଣ୍ଡ୍ସା ।
ମୁଇ ଏଟା ତମର୍ ପାଇ ଗଟେକ୍ ଉଦାଅରଣ୍ ପାରା କଲିଆଚି, ତମେ ମିସା ବିନ୍ ଲକ୍ମନ୍କେ ଏନ୍ତି କରା ।
ମୁଇ ଜେନ୍ତି ମର୍ ବାବାର୍ ଆଦେସ୍ ମାନିକରି ତବିର୍ ଅଇଆଚି । ସେନ୍ତି ତମେ ମର୍ ଆଦେସ୍ ମାନ୍ସା ବଇଲେ ମର୍ ଆଲାଦେ ତବିର୍ ଅଇକରି ରଇସା ।”
ମୁଇ ଜେନ୍ତାରି ମାପ୍ରୁର୍ ପଚେ ପଚେ ଗାଲିନି, ତମେମନ୍ ମିସା ସେନ୍ତାରି ମର୍ ପଚେ ପଚେ ଆସା ।
ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।
ସେନ୍ତାରି ଚଲାଚଲ୍ତି କର୍ବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । କିରିସ୍ଟ ତମର୍ପାଇ ଦୁକ୍କସ୍ଟ ମୁର୍ଚି କରି, ତମେ ଚଲାଚଲ୍ତି କର୍ବାଟା ଦେକାଇଆଚେ ।
ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଆରିତରେକ୍ କଇଲିନି କିରିସ୍ଟର୍ ସଙ୍ଗ୍ ମିସିକରି ରୁଆ । ଜେନ୍ତାରି କି ସେ ଆରିତରେକ୍ ଏ ଜଗତେ ବାଉଡିଆଇଲାବେଲେ ତାକେ ବେଟ୍ ଅଇବାକେ ତାକେ ନ ଡରୁ କି ଲାଜ୍ ମିସା ନ ଉଆସ୍ ।
କେ ଜଦି ମୁଇ ପର୍ମେସର୍କେ ଜାନିଆଚିବଲି କଇକରି, ତାର୍ ତିଆର୍ଲାଟା ନ ମାନେ, ସେ ମିଚ୍ କଇଲାନି ଆରି ସେ ସତ୍ ବିସଇମନ୍ ନାଜାନେ ।
ଜେତ୍କି ଲକ୍ ତାର୍ ଆଦେସ୍ ମାନ୍ବାଇ, ସେମନ୍ ସବୁ ପର୍ମେସରର୍ ସଙ୍ଗ୍ ମିସ୍ଲାଇ ଆଚତ୍ । ଆରି ସେ ମିସା ସେନ୍ତାରିସେ । ସେ ଆମର୍ ବତିରେ ଆଚେ ବଲି ଏନ୍ତାରି ଆମେ ଜାନ୍ଲୁନି । ଜନ୍ ସୁକଲ୍ଆତ୍ମା ପର୍ମେସର୍ ଆମର୍ ବିତ୍ରେ ରଇବାକେ ଦେଲାର୍ପାଇ ।
ତେବେ ଜଦି ଗଟେକ୍ ଲକ୍ କିରିସ୍ଟର୍ ସଙ୍ଗ୍ ମିସିରଇଲେ, ସେ ଆରି ପାପ୍ କର୍ବାର୍ ନାଇ । ମାତର୍ ଗଟେକ୍ ଲକ୍ ଜଦି ପାପ୍ କରିଲାଗିରଇସି, ସେ କିରିସ୍ଟକେ ଦେକେନାଇ କି ନାଜାନେ ମିସା ।
ପର୍ମେସର୍ ଆମ୍କେ ଦେଇ ବିନ୍ ଲକ୍ମନ୍କେ ଆଲାଦ୍ କର୍ବା କାମ୍ କଲାଆଚେ । ଜେନ୍ତିକି ସେ ସବୁକେ ବିଚାର୍ନା କର୍ବା ଦିନେ ଆମେ ଡରିକରି ନ ରଉଁ । କିରିସ୍ଟ ଏ ଜଗତେ ରଇଲାବେଲେ, ଜେନ୍ତି ଚଲାଚଲ୍ତି କର୍ତେରଇଲା, ସେନ୍ତାରିସେ ଆମେମିସା ଚଲାଚଲ୍ତି କରୁ । ଆରି ଆମେ ଡରିକରି ନ ରଉଁ ।