୧ମ କରନ୍ତିୟ 9:9 - ସତିଅର୍ ବାଟ୍ ନୁଆ ନିୟମ୍ 20209 ସେ ନିୟମେ ଏନ୍ତାରି ଲେକା ଅଇଆଚେ । ଦାନ୍ ଗାନାଇ ବୁଲ୍ତେ ରଇବା ବଲଦର୍ ତମ୍ନାଇ ବାନ୍ଦାନାଇ । ଜେନ୍ତି କି ସେ ଅଲପ୍ ଅଲପ୍ କାଇତେରଇସି । ଏ ନିୟମ୍ ଲେକ୍ଲାବେଲେ ପର୍ମେସର୍ କାଇ ଏ ବଲଦ୍ମନର୍ ବିସଇସେ ଚିନ୍ତା କର୍ତେରଇଲା କି ? အခန်းကိုကြည့်ပါ။ |