୧ମ କରନ୍ତିୟ 9:7 - ସତିଅର୍ ବାଟ୍ ନୁଆ ନିୟମ୍ 20207 ବାବିଦେକା, ଗଟେକ୍ ସଇନ ଜୁଇଦେ ରଇଲାବେଲେ ନିଜେ କର୍ଚ କରି କେବେ କାମ୍ କରିପାରେ କି ? ନାଇ, ନାପାରେ । କି ଗଟେକ୍ ଚାସି ତାର୍ କେତେ ଅନି ଅଇଲା ପସଲ୍, ତାର୍ କାଇବାର୍ ଅଦିକାର୍ ନାଇ କି ? ଆରି କେ ଗରୁଗାଇ ପସିରଇକରି ସେମନର୍ ଦୁଦ୍ ନ କାଅତ୍ କି ? အခန်းကိုကြည့်ပါ။ |
ତମେ ଦେକାରକା କର୍ବା ବିସ୍ବାସିମନ୍କେ ଜତନ୍ କରା । କାଇକେବଇଲେ ସେମନ୍ ପର୍ମେସରର୍ ମେଣ୍ଡାରାସି ପାରା । ପର୍ମେସର୍ ସେ ଲକ୍ମନ୍କେ ତମ୍କେ ସର୍ପିଦେଇଆଚେ । ତମେ ସାର୍ଦାସଙ୍ଗ୍ ତାକର୍ ଜତନ୍ ନେବାର୍ଆଚେ । କାଇକେବଇଲେ ସେଟା ସେ ମନ୍ କଲାନି । ଡାବୁ ଆସା ଅଇକରି ଏ କାମ୍ କର୍ବାର୍ ନାଇ । ତାର୍ବାଦୁଲେ, ପର୍ମେସର୍କେ ଆରି ତାର୍ ଲକ୍ମନ୍କେ ସେବାକର୍ବାକେ ମନ୍ କରି ସେଟା କରା ।