6 ଅବ୍କା ଜିଇବା କାଇବାକେ ମୁଇ ଆରି ବର୍ନବା ଆବଡ୍ କାମ୍ କର୍ତେ ରଇବୁ କି ?
ଆନ୍ଟିୟକିଆଇ ବେସି ଲକ୍ ଜିସୁର୍ଟାନେ ବିସ୍ବାସ୍ କଲାଇନି ବଲି ଜିରୁସାଲେମର୍ ମଣ୍ଡଲିମନ୍ ସୁନ୍ଲାଇ । ଆରି ସେମନ୍ ବର୍ନବାକେ ଆନ୍ଟିୟକିଆଇ ପାଟାଇଲାଇ ।
ମାତର୍ ସେ ଗଡର୍ ବଡ୍ ଲକ୍ମନ୍ ଆରି ପର୍ମେସର୍କେ ଉପାସନା କର୍ବା ଉପର୍କେ ରଇବା ଜିଉଦି ନ ଅଇଲା ମାଇଜିମନ୍କେ ସୁତ୍ରାଇକରି, ତେଇର୍ ଜିଉଦିମନ୍, ପାଉଲ୍ ଆରି ବର୍ନବାକେ ବିରଦ୍ କଲାଇ । ସେମନ୍ ତାଉଁକେ ତାଡ୍ନା ଦେବାର୍ ଆରାମ୍ କଲାଇ । ଆରି ସେ ଜାଗାଇଅନି ବାର୍ କରିଦେଲାଇ ।
ସେମନ୍ ବର୍ନବାକେ ଜିଅସ୍ ବଲି ଜେ କି ତାକର୍ ମୁକିଅ ଦେବ୍ତା ରଇଲା, ଆରି ପାଉଲ୍କେ ଏରମିସ୍ ବଲି ନାମ୍ଲାଇ । ଏରମିସ୍ କାଇକେବଇଲେ ସେ ବେସି କାତା ଅଇତେରଇଲା ।
ପାଉଲ୍ ସେମନ୍କେ ବେଟ୍ ଅଇବାକେ ଜାଇ ସେମନର୍ ସଙ୍ଗ୍ ରଇଲା । କାଇକେବଇଲେ ସେ ମିସା ସେମନର୍ ପାରା ତୁମ୍ ତିଆର୍ କରି ଜିଉନାକାଉନା କର୍ତେରଇଲା ।
ସାଇପରସ୍ ନାଉଁର୍ ଗଟେକ୍ ଜାଗାଇ ଜନମ୍ କରିରଇବା ଲେବି କୁଟୁମର୍ ଜସେପ୍, ଜାକେ ପେରିତ୍ ସିସ୍ମନ୍ ବର୍ନବା ବଲି ନାଉଁ ଦେଇ ରଇଲାଇ । ବର୍ନବାର୍ ଅରତ୍ ଦୁକ୍ ସାରାଇବା ପିଲା । ସେ ତାର୍ ଜମି ବିକ୍ଲା ଆରି
ଜଦି ଏ ବିସଇନେଇ କେ ମିସା ମର୍ ଆଦେସ୍ ମାନ୍ବାକେ ମନ୍ ନ କରେ, ଆମେ କି ପର୍ମେସରର୍ ବିନ୍ ମଣ୍ଡଲିମନ୍କେ ମିସା ଏଟା ଚାଡି ଆରି କାଇ ଅବିଆସ୍ ନାଇ ।
ମୁଇ ତମର୍ ବିତ୍ରେ ସେବା କାମ୍ କଲାବେଲେ, ବିନ୍ ମଣ୍ଡଲିର୍ ଲକ୍ମନ୍ ମର୍ପାଇ କର୍ଚ ଅଇଲାଟା ଦେଲାଇ । ତମ୍କେ ସାଇଜ କର୍ବାକେ ତାର୍ଟାନେଅନି ମୁଇ ଚରାଇକରି କଲାପାରା ଅଇଲା ।
ଏ ବାଇବଇନିମନ୍ ଆମେ ଆବଡ୍ ଅଇ ଗାଗ୍ଡେ ବାଦିଜାଇରଇଲେ ମିସା ମାନିଅଇ କାମ୍ କଲାଟା ତମ୍କେ ମନେରଇସି । ଆମେ ଜେନ୍ତିକି ତମର୍ ଉପ୍ରେ ବଜ୍ ନ ଅଇକରି, ଏଟାର୍ପାଇ ଦିନ୍ ରାତି କସ୍ଟ ପାଇ ପର୍ମେସରର୍ ସୁବ୍କବର୍ ତମ୍କେ ଜାନାଇରଇଲୁ ।