3 ତମେ ଗଟେକ୍ ପେରିତ୍ କି ? ବଲି ମକେ ପର୍ସନ୍ କର୍ବା ଲକ୍ମନ୍କେ ମୁଇ ଏ କାତା କଇବି ।
“ଆରି ଜେଡେବେଲେ ସେମନ୍ ତମ୍କେ ଜିଉଦି ଲକ୍ମନର୍ ପାର୍ତନା ଗରେ, ସାସନ୍ କର୍ବା ଲକ୍ମନର୍ଟାନେ କି ବିନ୍ ବିନ୍ ଅଦିକାରି ମନର୍ଟାନେ ବାନ୍ଦିନେଲେ, ସେଡ୍କିବେଲେ କାଇଟାବଲି କଇସା, ସେ ବିସଇ ନେଇକରି ଚିନ୍ତା କରାନାଇ ।
“ମର୍ ସଙ୍ଗାରି ଜିଉଦି ବାଇ ଆରି ବାବାମନ୍, ମର୍ ନିଜର୍ବାଟେଅନି ମୁଇ ଜାଇଟା କଇଲିନି ସେଟା ସୁନା !”
ମାତର୍ ମୁଇ ସେମନ୍କେ କଇଲି ଜେ, ଗଟେକ୍ ଦସିକେ ବିଚାର୍ କର୍ବା ଗରେ, ତାକେ ଦାବା କରୁମନର୍ ମୁଆଟେ ନିଜର୍ ବାଟେଅନି କଇବାକେ ବେଲା ଦେବା ଆଗ୍ତୁ, ତାକେ ଦସି କର୍ବାଟା ଆମର୍ ରମିୟମନର୍ ନିୟମେ ନାଇ ।
କେ ଜଦି ତମର୍ ବିତ୍ରେ ପର୍ମେସରର୍ ବାକିଅ ଜାନାଇବା ଲକ୍ କି ସୁକଲ୍ ଆତ୍ମା ଅନି ଦାନ୍ ପାଇଲିଆଚି ବଲି ବାବ୍ସି, ସେନ୍ତିଆଲେ ମୁଇ ତମ୍କେ ଜାଇ ଜାଇଟା ଲେକ୍ଲିନି, ସେ ସବୁ ଜେ ମାପ୍ରୁର୍ ଆଦେସ୍, ଏଟା ସେ ଜାନ୍ବାର୍ ଆଚେ ।
ଜଦି ମକେ ବିନ୍ ଲକ୍ମନ୍ ଗଟେକ୍ ପେରିତ୍ ବଲି ନ ନାମ୍ଲେ ମିସା, ତମେ ମକେ ସତ୍ ଇସାବେ ନାମି ଆଚାସ୍ । କାଇକେବଇଲେ ମାପ୍ରୁର୍ ସଙ୍ଗ୍ ତମର୍ ଜିବନ୍ ମିସ୍ଲାର୍ ଲାଗି, ମର୍ ପେରିତ୍ ପଦର୍ ସାକି ଆଚାସ୍ ।
ଆମେ ମାପ୍ରୁ ଜିସୁର୍ ପେରିତ୍ ମନ୍ । ତାର୍ କାମର୍ ଲାଗି, କାଇବାଟା କି ପିଇବାଟା ମିଲ୍ଲେ, ସେଟା ନେବାର୍ ମର୍ ଅଦିକାର୍ ନାଇ କି ?
ମୁଇ ନ ଆଇତେ ଏ ସବୁଜାକ ତମ୍କେ କାଇକେ ଲେକ୍ଲିନି ବଇଲେ, ଜେନ୍ତିକି ମୁଇ ଆଇଲାବେଲେ ମାପ୍ରୁ ମକେ ଦେଇରଇବା ଅଦିକାର୍ ସଙ୍ଗ୍ ତମ୍କେ ଡଣ୍ଡ୍ ଦେବାକେ ନ ପଡେ । ଜନ୍ ଅଦିକାର୍ ତମର୍ ବିସ୍ବାସ୍ ବଡାଇବାକେ ଦେଲାଆଚେ, ମାତର୍ ସେଟା ଉନା କର୍ବାକେ ନାଇ ।
ମୁଇ କଇବାଟା ଏ ସବୁ କିରିସ୍ଟର୍ ଆଦେସେ ଅନି ଆଚେବଲି ଜାନ୍ବାକେ ଚିନ୍ ମାଙ୍ଗ୍ଲାସ୍ନି । ମୁଇ ତମ୍କେ ଡଣ୍ଡ୍ ଦେଲାବେଲେ ସେ ଚିନ୍ ବିସଇ ଜାନ୍ସା । କିରିସ୍ଟ ତମର୍ ବିତ୍ରେ କାଇ କାମ୍ କଲେ ମିସା ବପୁର୍ ସଙ୍ଗ୍ କର୍ସି, ଦୁର୍ବଲ୍ ଅଇକରି ନାଇ ।
ତମେ ନିଜେ ନିଜେ ବିସ୍ବାସେ ଆଚାସ୍ କି ନାଇ, ବିଚାର୍ କରି ଦେକା । ଜିସୁକିରିସ୍ଟ ତମର୍ ବିତ୍ରେ ବାସା ଅଇଆଚେ ବଲି ନାଜାନାସ୍ କି ? ତମେ ବିସ୍ବାସ୍ କରାସ୍ ନାଇକେ, କିରିସ୍ଟ ତମର୍ଟାନେ ବାସା ଅଏନାଇ ।
ମାତର୍ ଜନ୍ ଲକ୍ମନ୍ ମକେ ଆଁକାର୍ କଲାଇନି, ମର୍ଟାନେଅନି ବଡ୍ ଅଇବୁ ବଲିକରି, କିରିସ୍ଟର୍ ସୁବ୍କବର୍ ଜାନାଇଲାଇନି । ତାକର୍ ମନେ ଏଟା ସତ୍ବଲି ବାବିକରି କରତ୍ନାଇ । ମୁଇ ବନ୍ଦି ଗରେ ରଇକରି ଜେତ୍କି କସ୍ଟ ମୁରଚ୍ଲିନି, ତାର୍ତେଇଅନି ଅଦିକ୍ କସ୍ଟ ମିସାଇବାକେ କୁଟ୍ ପାଁଚ୍ଲାଇନି ।
ତମେ ସବୁବେଲେ ମର୍ ମନ୍ ବିତ୍ରେ ଆଚାସ୍ । ତେବର୍ପାଇ ତମର୍ ବିସଇନେଇ କରି ଏନ୍ତାରି ବାବ୍ବାଟା ଟିକ୍ ସେ । ମୁଇ ବନ୍ଦି ନ ଅଇକରି ରଇଲାବେଲେ କି ଏବେ ବନ୍ଦି ରଇକରି ସୁବ୍କବର୍ ବିରୁଦେ ଦଦାପେଲା ଉଟ୍ଲାବେଲେ, ଏଟା ସତ୍ ଆକା ବଲି ଡାଟ୍ସଙ୍ଗ୍ ଦେକାଇବାଟାନେ ମିସା, ତମେ ସବୁ ମିସ୍ବାକେ ପର୍ମେସର୍ ବେଲା ଟିକ୍ କରି ଦେଲାଆଚେ ।
ମୁଇ ପର୍ତୁମ୍ତର୍ ନିଜ୍କେ ରକିଆ କର୍ବାକେ ବିଚାର୍ନା ଜାଗାଇ ଗାଲାବେଲେ, ମର୍ବାଟେ ଅଇକରି ସାକି ଦେବାକେ କେ ନ ରଇଲାଇ । ତାର୍ ବାଦୁଲେ ସବୁଲକ୍ ମକେ ଚାଡିଦେଲାଇ । ଏ କାମର୍ପାଇ ସେମନ୍କେ ପର୍ମେସର୍ ଡଣ୍ଡ୍ ନ ଦେଅ ।