2 ଜଦି ମକେ ବିନ୍ ଲକ୍ମନ୍ ଗଟେକ୍ ପେରିତ୍ ବଲି ନ ନାମ୍ଲେ ମିସା, ତମେ ମକେ ସତ୍ ଇସାବେ ନାମି ଆଚାସ୍ । କାଇକେବଇଲେ ମାପ୍ରୁର୍ ସଙ୍ଗ୍ ତମର୍ ଜିବନ୍ ମିସ୍ଲାର୍ ଲାଗି, ମର୍ ପେରିତ୍ ପଦର୍ ସାକି ଆଚାସ୍ ।
ଜେ ତାର୍ କଇରଇବା କାତା ନାମ୍ସି, ସେ ପର୍ମେସର୍ ସତ୍ଟା ବଲି ନାମ୍ସି ।
ଜନ୍ କାଦି ନସିଜାଇସି, ସେ କାଦିର୍ ପାଇ ଏତେକ୍ କସ୍ଟ କରାନାଇ, ମାତର୍ ଜନ୍ଟା ନ ନସେ, ସେଟା ନ ସାର୍ବା ଜିବନ୍ ଦେଇସି, ସେଟାର୍ ପାଇ କସ୍ଟ କରା । ଏ କାଦି ନର୍ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍ପାଇ ବାବା ପର୍ମେସର୍ ମକେ ଅଦିକାର୍ ଦେଲାଆଚେ ।
ଜେ ପେରିତ୍ ସିସ୍କାମ୍ କରିପାର୍ସି, ତାକେ ଆମ୍କେ ଜାନାଆ ।”
ତମେ ଗଟେକ୍ ପେରିତ୍ କି ? ବଲି ମକେ ପର୍ସନ୍ କର୍ବା ଲକ୍ମନ୍କେ ମୁଇ ଏ କାତା କଇବି ।
ଜେଡେବେଲେ ମୁଇ ତମର୍ଟାନେ ରଇଲି, ସେ ବେଲେ ମୁଇ ମୁର୍ଚିକରି ରଇବା କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ ତମେ ଦେକିରଇଲାସ୍ । ସେଟା ଦେକି ମୁଇ ଗଟେକ୍ ପେରିତ୍ ବଲି ତମେ ଜାନ୍ଲାସ୍ ।