17 ଏଟା ଜଦି ମୁଇ ନିଜର୍ ମନ୍ କଲା ଇସାବେ କଲେ, କୁଲି ପାଇବାକେ ମର୍ ଅଦିକାର୍ ରଇତା । ମାତର୍ ପର୍ମେସର୍ ମକେ ଏ କାମ୍ ସର୍ପି ଦେଲାକେ, ମୁଇ ଏଟା କଲିନି ।
ଜେ ମିସା ଗଟେକ୍ ବବିସତ୍ବକ୍ତାକେ ‘ପର୍ମେସରର୍ କାତା ସୁନାଉ’ ବଲି ଡାକ୍ସି, ବବିସତ୍ବକ୍ତାକେ ମିଲ୍ବା ପୁରୁସ୍କାର୍ତେଇ ସେ ମିସା ମିସ୍ସି । ଆରି ଜେ ଦରମ୍ ଲକ୍କେ ଗରେ ଡାକ୍ସି, ଦରମ୍ ଲକ୍କେ ମିଲ୍ବା ପୁରୁସ୍କାର୍ତେଇ ସେ ମିସା ମିସ୍ସି ।
ଦେକା, ସେ ବେଲା ନ ଆଇବା, ଆଗ୍ତୁ ମୁଇ ତମ୍କେ ଜାନାଇଦେଲିନି ।
ଜିସୁ କଇଲା, “ବିସ୍ବାସେ ରଇବା ଲକ୍ ଆରି ବୁଦିମାନ୍ ଲକ୍ କେ ଆଚତ୍ ? ତାକେ ସେ ସାଉକାର୍ ଗର୍ ଚାଲାଇବା ଦାଇତ୍ ଦେଇସି । ସେ ସମାନ୍ ବେଲାଇ ବିନ୍ ଦାଙ୍ଗ୍ଡାମନ୍କେ କାଦି ଜାଗାଇ ଦେଇସି ।
ଏବେ ମିସା ଜନ୍ ଲକ୍ ତାସ୍ କାଟ୍ଲାନି ତାକେ ବୁତି ଦିଆ ଅଇଲାନି, ସେ ନ ସାର୍ବା ଜିବନର୍ ପାଇ ତାସ୍ ଟୁଲିଆଇଲାନି । ସେଟାର୍ ପାଇ ବୁନ୍ଲା ଲକ୍ ଆରି କାଟ୍ବା ଦୁଇ ଲକ୍ଜାକ ମିସି ସାର୍ଦା କର୍ବାଇ ।
ଜନ୍ଲକ୍ମନ୍ କରିରଇବା କୁନାଦି ଉପ୍ରେ ଜଇର୍ ପରିକାଟାନେ ନ ନସେ, ସେ ପୁରୁସ୍କାର୍ ପାଇସି ।
ଜେ ରପ୍ଲା ଆଚେ ଆରି ଜେ ପାନି ଦେଲାଆଚେ, ସେ ଦୁଇଲକ୍ ଗଟେକ୍ କାଇଆଲେ ଲଡାର୍ପାଇ କାମ୍ କଲାଇନି । କାଇକେବଇଲେ ସେମନ୍କେ ପର୍ମେସର୍ ନିଜର୍ ନିଜର୍ କାମ୍ ଇସାବେ ପୁରୁସ୍କାର୍ ଦେଇସି ।
ତେବେ ତମେ ଆମ୍କେ କିରିସ୍ଟର୍ ସେବା କରୁମନ୍ ବଲି ନାମ୍ବାର୍ ଆଚେ । ଆରି ପର୍ମେସର୍ ଆମ୍କେ ଟିକିନିକି ସତ୍ ବିସଇର୍ ବାଣ୍ଡାର୍ଗରିଆର୍ ଦାଇତ୍ ଦେଲାଆଚେ ।
ସୁବ୍କବର୍ ସୁନାଇଲିନି ବଲି ମର୍ ବଡ୍ପନ୍ ଅଇବା ଅଦିକାର୍ ନାଇ, କାଇକେବଇଲେ ଏଟା ମକେ ତିଆରିରଇବା କାମ୍ । ଜଦି ମୁଇ ସୁବ୍କବର୍ ନ ଜାନାଇଲେ ମକେ ବଡ୍ ଡଣ୍ଡ୍ ମିଲ୍ସି ।
ସେନ୍ତାର୍ଆଲେ ମକେ କେତେକ୍ କୁଲି ମିଲ୍ଲାନି ? ମର୍ କର୍ଚା ପାଇ ମାଙ୍ଗ୍ବାକେ ମର୍ ଦାବି ରଇଲେ ମିସା, ମୁଇ କୁଲି ନ ପାଇତେ ସୁବ୍କବର୍ ଜାନାଇଲିନି । ସୁବ୍କବର୍ ଜାନାଇବାକେ ଜନ୍ ଅଦିକାର୍ ମୁଇ ପାଇ ଆଚି, ସେଟାସେ ମର୍ କୁଲି ।
କାଇକେ ବଇଲେ ଜଦି ତମ୍କେ ଦାନ୍ ଦେବାକେ ମନ୍ଆଚେ, ତମର୍ ପାର୍ବା ଏତେକ୍ ଦେଲାସ୍ନି । ତମେ ଦେବାଟା ପର୍ମେସର୍ ସଙ୍ଗଇସି । କାଇକେବଇଲେ, ତମେ ନାପାର୍ବା ଏତ୍କି ଦିଆ ବଲି ମାଙ୍ଗେ ନାଇ ।
ଆରି ଗଟେକ୍ ବାଟେ ସେମନ୍ ଦେକ୍ଲାଇ ଜେ, ପରମେସର୍ ଜେନ୍ତିକି ପିତର୍କେ ଜିଉଦିମନର୍ ଲଗେ ସୁବ୍କବର୍ ଜାନାଇବାକେ ଦାଇତ୍ ଦେଇ ରଇଲା, ସେନ୍ତି ଜିଉଦି ନଇଲା ଲକ୍ମନର୍ ଟାନେ ସୁବ୍କବର୍ ଜାନାଇବାକେ ମକେ ଦାଇତ୍ ଦେଲାଆଚେ ।
ପର୍ମେସର୍ ମକେ ମଣ୍ଡଲିର୍ ଗତିଦାଙ୍ଗ୍ଡା କରିଆଚେ । ତମ୍କେ ସାଇଜ କର୍ବାକେ ସେ ମକେ ବାଚିଆଚେ । ତାର୍ କବର୍ ତମ୍କେ ପୁରାପୁରୁନ୍ ଜାନାଇବାଟା ଅଇଲାନି ମର୍ କାମ୍ ।
ମାତର୍ ସବୁବେଲେ ଆମେ ପର୍ମେସରର୍ ମନ୍ କଲା ଇସାବେ ସେ କାତା କଇତେରଇବୁ । କାଇକେବଇଲେ ସେ ଆମ୍କେ ବାଚିକରି ସୁବ୍କବର୍ ଜାନାଇବା ଦାଇତ୍ ସର୍ପି ଦେଲାଆଚେ । ଲକ୍ମନ୍କେ ସାର୍ଦା କରାଇବାକେ ଆମର୍ ଆଦେସ୍ ନାଇ । ଜନ୍ ପର୍ମେସର୍ ଆମର୍ ମନ୍ ବିତ୍ରର୍ଟା ପରିକା କରି ଦେକିପାର୍ସି, ତାକେ ଆକା ସାର୍ଦା କର୍ବାକେ ଆମେ ଚେସ୍ଟା କଲୁନି ।
ମାତର୍ ତୁଇ ମକେ ସାଇଜ କର୍ ଆକା ବଲି ବାଦିଅ କରିନାଇ । ତୁଇ ନିଜେ ମନ୍କରି କଲେ, ମୁଇ ମନ୍ କର୍ତି । ତେବେ ତୁଇ ରାଜି ନ ଅଇତେ ମୁଇ କାଇଟା ନ କରି ।