16 ସୁବ୍କବର୍ ସୁନାଇଲିନି ବଲି ମର୍ ବଡ୍ପନ୍ ଅଇବା ଅଦିକାର୍ ନାଇ, କାଇକେବଇଲେ ଏଟା ମକେ ତିଆରିରଇବା କାମ୍ । ଜଦି ମୁଇ ସୁବ୍କବର୍ ନ ଜାନାଇଲେ ମକେ ବଡ୍ ଡଣ୍ଡ୍ ମିଲ୍ସି ।
ପାଁଚ୍ ଅଜାର୍ ରୁପାଟାଙ୍ଗା ନେଇରଇଲା ଚାକର୍ ସେ ଡାବୁ ବେବାର୍ କରି ଆରି ପାଁଚ୍ ଅଜାର୍ ଲାବ୍କଲା ।
ମାତର୍ ଜିସୁ ତାକେ କଇଲା, “ଜେ କସ୍ବାବେଲେ ନଙ୍ଗଲ୍ଦାରି ପଚେ ଦେକିଲାଗିରଇସି, ସେ ପର୍ମେସରର୍ ରାଇଜର୍ ସେବା କର୍ବାକେ ଅଦିକାର୍ ନ ପାଏ ।”
କାଇକେ ବଇଲେ ଆମେ ଜାଇଟା ଦେକ୍ଲୁ ଆଚୁ ଆରି ସୁନ୍ଲୁ ଆଚୁ ସେଟା ନ କଇକରି ରଇନାପାରୁ ।”
ମାପ୍ରୁ ତାକେ କଇଲା, “ଜାଆ ଜିଉଦି ନ ଅଇଲା ଲକ୍ମନ୍, ତାକର୍ ରାଜାମନ୍ ଆରି ଇସ୍ରାଏଲର୍ ଲକ୍ମନ୍କେ, ମର୍ ନାଉଁ ଜାନାଇବାକେ ଆରି ମର୍ ସେବା କର୍ବାକେ ମୁଇ ତାକେ ବାଚ୍ଲି ଆଚି ।
ଏବେ ଉଟ୍, ନଅରେ ଜା, କାଇଟା କର୍ବାକେ ଅଇସି, ତେଇ ତକେ ଜାନାଇବି ।”
କାଇକେବଇଲେ, ଗିରିକ୍ ଲକ୍ମନର୍ ପାରା ଗିଆନ୍ ରଇଲେ ମିସା, ମୁର୍କ ଲକ୍ ଅଇରଇଲେ ମିସା, ସିକିରଇବା ଲକ୍ ଅଇରଇଲେ ମିସା, କି ନ ସିକିରଇବା ଲକ୍ ଅଇରଇଲେ ମିସା, ଏ ସବୁ ଦଲର୍ ଲକ୍ମନର୍ ପାଇ ମର୍ ଦାଇତ୍ ଆଚେ ।
କିରିସ୍ଟ ଜିସୁର୍ତେଇ ମକେ ମିସାଇଲାର୍ପାଇ, ତାର୍ ଏ ସେବା କାମ୍ କର୍ବାକେ ମୁଇ ମୁଲ୍କେ ଲାଜ୍ ଅଇନାଇ ।
ଜଦି ଅବ୍ରାଆମ୍ ନିଜର୍ କରିରଇବା କାମେଅନି ସେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇତା, ସେ ବଡ୍ପନ୍ କାତା କଇପାର୍ତା । ମାତର୍ ସେଟା ପରମେସରର୍ ମୁଆଟେ ଅଇ ନାପାରେ ।
କାଇକେବଇଲେ ତମର୍ଟାନେ କିରିସ୍ଟର୍ ବିସଇ ସିକାଇବାକେ କେତେକ୍ କେତେକ୍ ଗୁରୁ ରଇଲେ ମିସା, ବାବା ଇସାବେ ତମ୍କେ ବେସି ଲକ୍ ନାଇ । କିରିସ୍ଟ ଜିସୁର୍ତେଇ ମିସ୍ଲାର୍ ପାଇ ମୁଇ ତମର୍ ବାବା ଅଇଗାଲି । କାଇକେବଇଲେ ମୁଇ ତମ୍କେ ଜିସୁକିରିସ୍ଟର୍ ସୁବ୍କବର୍ କଇରଇଲି ।
ତମର୍ ଟାନେଅନି ଏଟା ଆସା କର୍ବାକେ ଜଦି ବିନ୍ ଲକ୍ମନର୍ ଅଦିକାର୍ ଆଚେ, ସେନ୍ତି ବଇଲେ ତାକର୍ଟାନେଅନି ଆମର୍ ଅଦିକାର୍ ବେସି ନଏଁ କି ? ଏଲେ ମିସା ସେ ଅଦିକାର୍ ଆମେ ବେବାର୍ କରୁନାଇ, ମାତର୍ କିରିସ୍ଟର୍ ସୁବ୍କବର୍କେ କାଇମିସା ଅସୁବିଦା ନ ଆସ ବଲି ଆମେ ସବୁ ରକାମର୍ କସ୍ଟ ମୁର୍ଚି କରି ରଇଲୁନି ।
ସୁସମାଚାର୍ ଜାନାଇବା ଲକ୍, ତେଇଅନି ଜିଉନା କାଉନା କରା ବଲି ମାପ୍ରୁ ଆଦେସ୍ ଦେଲାଆଚେ ।
କିସ୍ଟର୍ ସୁବ୍କବର୍ ଜାନାଇବାକେ ମୁଇ ଜେଡେବେଲେ ଆଇଲି, ତର୍ଆୟାଇ ସେବା କାମର୍ପାଇ ମାପ୍ରୁର୍ ବାଟ୍ ମେଲାଅଇଆଚେ ବଲି ମୁ ଜାନି ପାର୍ଲି ।
“ମାପ୍ରୁ ତକେ ସର୍ପିଦେଲା କାମ୍ ତୁଇ କରିସାରାଇବାର୍ ଆଚେ ଆକା” ବଲି ଆର୍କିପସ୍କେ କୁଆ ।