10 ଏଟା ଆମର୍ ପାଇ ଲେକା ଅଇଲାଆଚେ । ଜେନ୍ତିକି ଜନ୍ ଲକ୍ମନ୍ କସ୍ବାତେଇ ଆରି କାଟ୍ବାତେଇ ମିସ୍ଲାଇ ଆଚତ୍, ସେମନ୍କେ ତେଇର୍ ପସଲ୍ଟାନେ ବାଗ୍ ମିଲ୍ସି ବଲି ଆସା କରି କାମ୍ କର୍ବାଇ ।
ମାତର୍ ପର୍ମେସର୍ ଦୁକର୍ ବେଲା ଉନାକରି ଦେଇଆଚେ । ସେନ୍ତାରି ନ କରିରଇଲେ କେ ମିସା ନ ରଇତାଇ । ମାତର୍ ସେ ବାଚିରଇବା ଲକ୍ମନ୍କେ ଜିଆଇବାପାଇ ପର୍ମେସର୍ ସେ ବେଲା ଉନାକରି ଦେଇଆଚେ ।
କାଇକେବଇଲେ ସାସ୍ତରେ ଜେତ୍କି ଲେକା ଅଇଲାଆଚେ, ସେ ସବୁ ଆମ୍କେ ସିକାଇବାକେ । ଜେନ୍ତାରିକି, ସାସ୍ତରେଅନି ଜନ୍ ମୁର୍ଚି ରଇବାଟା ଆରି ସାର୍ଦା କରାଇବାଟା ଆମେ ମିଲାଇଆଚୁ, ତେଇଅନି ଆମର୍ ଆସା ବଡ୍ସି ।
ଆମେ ପର୍ମେସର୍ ସଙ୍ଗ୍ କାମ୍ କର୍ବା କୁଲିଆର୍ ମନ୍ । ଆରି କରନ୍ତିୟର୍ ବିସ୍ବାସିମନ୍ ତମେ, ପର୍ମେସର୍ ଚାସ୍ କର୍ବା ଜମି, ଆରି ତାର୍ ଗର୍ ।
ତେବର୍ପାଇ ଜେତ୍କି ସବୁ ସାଦ୍ନା ବାନ୍ଦ୍ନା ଆଇଲାନି, ସେ ସବୁ ବିସଇ ତମର୍ ମଙ୍ଗଲର୍ପାଇ ସେ ଅଇଲାନି । ପର୍ମେସରର୍ ଜିବନ୍ ଦୁକାଇଲାଟା ଅଦିକ୍ ଅଦିକ୍ ଅଇକରି ଲକ୍ମନର୍ଟାନେ କେଟ୍ସି, ଆରି ସେମନ୍ ସବୁଲକ୍ ତାକେ ଦନିଅବାଦ୍ ଦେବାଇ ।
ଗଟେକ୍ ଚାସିର୍ ବିସଇ ବାବିଦେକ୍, ଜନ୍ ଚାସି କସ୍ଟ କରିରଇସି, ସେ ପର୍ତୁମ୍ ପଲ୍ ପାଇବା ଦର୍କାର୍ ।