13 ତେବେ ମୁଇ ପୁଜ୍ଲା ମାଉଁସ୍ କାଇଲାର୍ ଲାଗି ମର୍ ବାଇବଇନିମନ୍କେ ପାପ୍ କରାଇଲିନି ବଇଲେ, ମୁଇ କେବେ ମିସା ସେଟା ନ କାଇ । କାଇକେବଇଲେ ସେଟାର୍ଲାଗି ମର୍ ବାଇବଇନିମନ୍ ପାପେ ନ ପଡତ୍ ।
ମାତର୍ ଆମେ ଏବେ ସେମନ୍କେ ଇନ୍ କର୍ବାକେ ମନ୍ କରୁ ନାଇ । ତୁଇ ଗାଡେ ଜାଇ ବଡ୍ସି ପାକାଆ ଆରି ଜନ୍ ମାଚ୍ ପର୍ତୁମ୍ ଲାଗ୍ସି, ତାର୍ ଟଣ୍ଡେଅନି ଗଟେକ୍ ଅଦ୍ଲି ମିଲାଇସୁ । ସେଟା ନେଇ ମର୍ ପାଇ ଆରି ତମର୍ ପାଇ ମନ୍ଦିରର୍ ସିସ୍ତୁମାଙ୍ଗୁମନ୍କେ ଦେଇଦେସ୍ ।”
ଏଲେ ସେମନ୍ ଆରି ଜେନ୍ତିକି ପୁତ୍ଲା ଦେବ୍ତାମନ୍କେ ସର୍ପିଦେଲା କାଇମିସା ଅସୁକଲ୍ କାଦି ନ କାଆ, ବିନ୍ ଲକର୍ ମାଇଜି କି ମୁନୁସର୍ ସଙ୍ଗ୍ ମିସ୍ବାଟାନେଅନି ଦୁରିକେ ରଅତ୍, ଟଟ୍ରି ପିଚ୍କି ମରାଇରଇବା ପସୁର୍ ମାଉଁସ୍ କି ବନି, ନ କାଅତ୍ ଏ ସବୁ ବିସଇଟାନେ ସେମନ୍କେ ଉପ୍ଦେସ୍ ଦେଇ, ସେମନର୍ ଲଗେ ଗଟେକ୍ ଚିଟି ଲେକୁ ।
ସେଟାର୍ ପାଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ବିଚାର୍ କରାନାଇ । ତାର୍ ବାଦୁଲେ ଆମର୍ ବାଇମନର୍ ଚଲାଚଲ୍ତିତେଇ ବିନ୍ ଲକ୍କେ ପାପ୍ କରାଇବା କାଇମିସା ବିସଇ ଆଚେ କି ନାଇ, ସେଟା ଆମେ ନିଜେ ଦେକ୍ବାର୍ ଆଚେ ।
ବିନ୍ ଲକ୍ମନ୍ ନିଚ୍ବା କାଦି ଆମେ କାଇବାର୍ ନାଇ । କି ମଦ୍ କାଇବାର୍ ନାଇ । ଆମର୍ ବିତ୍ରେ ରଇବା ଗଟେକ୍ ବାଇ କି ବଇନିକେ ପାପ୍ବାଟେ ଜିବା ବିସଇ ନ କରୁ ।
ଜିଉଦି ଅ କି ଜିଉଦି ନ ଅଇଲା ଲକ୍ ଅ କି ତମର୍ ସଙ୍ଗର୍ ପର୍ମେସରର୍ ମଣ୍ଡଲିର୍ ବିସ୍ବାସି ଅ, କାକେ ମିସା ତମର୍ ଚଲାଚଲ୍ତି ଦେକି ନିନ୍ଦା ପାଇବାକେ ଦିଆସ୍ନାଇ ।
ତମେ ମର୍ପାରା ଚଲାଚଲ୍ତି କରା, ମୁଇ ସବୁଲକର୍ ମଙ୍ଗଲ୍ ଅ ବଲି ଚେସ୍ଟା କଲିନି । ମୁଇ ମର୍ ନିଜର୍ ମଙ୍ଗଲ୍ ଅ, ବଲି ଚିନ୍ତା କରିନାଇ, ମାତର୍ ସବୁଲକର୍ ମଙ୍ଗଲ୍ ଅ ବଲି ଚିନ୍ତା କଲିନି । ଜେନ୍ତିକି ସେମନ୍ ସବୁଲକ୍ ରକିଆ ପାଇବାଇ ।
ଆମେ କାରାପ୍ ବେବାର୍ ନ କରୁ, ନିଜେ ପାଇବାକେ ମନ୍ ନ କରୁ । ଦାପେ ବିର୍ବିରା ନ ଅଉଁ ଆରି ଆଗେ କଲା ବୁଲ୍ କାମ୍ମନର୍ ଇସାବ୍ ନ କରୁ ।
ତମର୍ ବିତ୍ରେ କେତେଲକ୍ କଇବାଇ, “ମୁଇ ଜନ୍ଟା ମନ୍ କଲିନି, ସେଟା କର୍ବି” । ମୁଇ କଇବି, “ଉଁ, ସେଟା ସତ୍, ମାତର୍ ସବୁ ବିସଇ ମର୍ ପାଇ ନିକ ନଏଁ ।” କେତେଲକ୍ କଇବାଇ ସବୁ କର୍ବାକେ ମର୍ ଅଦିକାର୍ ଆଚେ, । ମାତର୍ ମୁଇ କଇବି, ଜନ୍ ବିସଇ ମିସା ମକେ ଦାରି ରକିରଇବାକେ ମୁଇ ନ ଦେଇ, ।
ତମର୍ ଟାନେଅନି ଏଟା ଆସା କର୍ବାକେ ଜଦି ବିନ୍ ଲକ୍ମନର୍ ଅଦିକାର୍ ଆଚେ, ସେନ୍ତି ବଇଲେ ତାକର୍ଟାନେଅନି ଆମର୍ ଅଦିକାର୍ ବେସି ନଏଁ କି ? ଏଲେ ମିସା ସେ ଅଦିକାର୍ ଆମେ ବେବାର୍ କରୁନାଇ, ମାତର୍ କିରିସ୍ଟର୍ ସୁବ୍କବର୍କେ କାଇମିସା ଅସୁବିଦା ନ ଆସ ବଲି ଆମେ ସବୁ ରକାମର୍ କସ୍ଟ ମୁର୍ଚି କରି ରଇଲୁନି ।
ଜଦି କିରିସ୍ଟର୍ ଲଗେ ରଇବା କାର୍ ବିସ୍ବାସ୍ ଉନା ଅଇସି ବଇଲେ ମକେ ମିସା ଦୁର୍ବଲ୍ ଲାଗ୍ସି । କେ ଜଦି ପାପ୍ କଲେ, ତାର୍ ଲାଗି ମୁଇ ବେସି ଦୁକ୍ କସ୍ଟ ପାଇଲିନି ।
ଜେନ୍ତିକି ଆମର୍ ସେବା କାମେ ଲକ୍ମନ୍ ଆମ୍କେ ଦସ୍ ନ ଦାରତ୍ ବଲି ଆମେ ମନ୍ କରୁନାଇ । ସେଟାର୍ପାଇ କିରିସ୍ଟର୍ ପଚେ ଜିବା ଲକ୍ମନ୍କେ ଆମ୍କେ ଆଗ୍ଟୁ ନାଇ ।