୧ମ କରନ୍ତିୟ 8:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 କାଇକେ ବଇଲେ, ତମେ ଗଟେକ୍ ବୁଦି ରଇଲା ଲକ୍ । ପୁଜ୍ଲାଟା କାଇଲେ କାଇଟା ନଏଁ ବଲି ଜାନାସ୍ । ଜଦି ମନ୍ ବିତ୍ରେ ବିସ୍ବାସେ ଡାଟ୍ ନଇଲା ତମର୍ ଗଟେକ୍ ବାଇ, ସେ ତମ୍କେ ମନ୍ଦିରେ କାଇବାଟା ଦେକ୍ଲେ, ତାକେ ମିସା ପୁଜ୍ଲାଟା କାଇବାକେ ମନ୍ ଲାଗ୍ସି । အခန်းကိုကြည့်ပါ။ |