4 ମାଇଜିକେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମୁନୁସର୍ ଆଚେ । ସେନ୍ତାରିସେ ମୁନୁସ୍କେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମାଇଜିର୍ ଆଚେ ।
ମାତର୍ ମୁଇ ତମ୍କେ କଇଲିନି, କେ ମିସା ତାର୍ ମାଇଜିକେ ବେସିଆ କାମ୍ ଅପ୍ରାଦ୍କେ ଚାଡି, ବିନ୍ କାଇଆଲେ କାମର୍ ପାଇ ଚାଡାମେଲା କରି, ବିନ୍ ମାଇଜିକେ ସଙ୍ଗଇଲେ, ସେ ସେ ନିଜେ ଦାରିଆ ଅଇସି ।”
ଗଟେକ୍ ମନସ୍ ବିବା ଅଇଲାର୍ ଲାଗି, ତାର୍ ମାଇଜିକେ କରିରଇବା ସବୁ ଦାଇତ୍ କର୍ବାର୍ ଆଚେ । ସେନ୍ତାରିସେ ମାଇଜି ମିସା ତାର୍ ମୁନୁସ୍କେ କର୍ବାର୍ ଆଚେ ।
ଦୁଇ ମାଇଜି ମୁନୁସ୍ ବେଗ୍ଲିକରି ନ ରଅତ୍ । ମାତର୍ ବେଗ୍ଲିକରି ରଇବାର୍ ଆଲେ, ଦୁଇ ଲକ୍ ରାଜି ଉଆ । ଜେନ୍ତାରି କି ସେ ବେଗ୍ଲି ରଇବା ବେଲାଇ, ପାର୍ତନା କରିଅଇସି । ମାତର୍ ତାର୍ପଚେ ଆରିତରେକ୍ ଆସି ମିସାଆ । ଏନ୍ତାରିକଲେ ସଇତାନର୍ ପରିକାତେଇ ଅନି ତମେ ରକିଆ ପାଇସା । କାଇକେବଇଲେ ତମ୍କେ ମୁର୍ଚିକରି ରଇବା ବପୁ ଉନା ଆଚେ ।