38 ତେବେ ଜାକେ ଡିଣ୍ଡା ଟକିର୍ ମାଙ୍ଗ୍ନି ଅଇଲା ଆଚେ, ସେ ଟିକ୍ କାମ୍ କଲାନି, ମାତର୍ ଜେ ବିବା ନ ଅଏ, ସେ ତାର୍ ତେଇଅନି ଅଦିକ୍ ନିମାନ୍ କାମ୍ କଲାନି ।
ମାତର୍ ମୁଇ କଇଲିନି, ଜେକି ନିଜର୍ ମାଇଜିକେ ବେସିଆ କାମ୍ ଚାଡି ଅଲ୍ଗା ଦସ୍ ଦାରି ଚାଡ୍ସି, ସେ ତାକେ ପାଦ୍ରି କରାଇବା ଅପରାଦେ ଦସିଅଇସି, ଆରି ଜେକି ଚାଡ୍ଲା ମାଇଜିକେ ବିବା ଅଇସି, ସେ ପାଦ୍ରା ଅଇସି ।”
ଏବର୍ ଦୁକ୍ କସ୍ଟର୍ ବେଲା ଏତାଇଲେ, ମୁଇ ବାବ୍ଲିନି ଗଟେକ୍ ଲକ୍ ଜେନ୍ତାରି ଆଚେ, ସେନ୍ତାରିସେ ରଇବା ଦର୍କାର୍ ।
ମାତର୍ ସେ ଜଦି କାର୍ ବାଦିଅ ନ ଅଇ ତାର୍ ମନ୍ ଡାଟ୍ କରି ଟିକ୍କଲେ, ଆରି ତାର୍ ମନ୍ କଲାଟା ପୁରାପୁରୁନ୍ ଦାରି ରକିପାର୍ଲେ, ସେ ଡିଣ୍ଡା ଟକିକେ ବିବା ନ କଲେ ନିକ ।
ମୁନୁସ୍ ଜିବନ୍ ରଇବା ଜାକ, ମାଇଜି ବାନ୍ଦି ଅଇରଇସି । ଜଦି ମୁନୁସ୍ ମରିଜାଇସି, ତେବେ ମାଇଜି ମାପ୍ରୁକେ ବିସ୍ବାସ୍ କର୍ବା ଲକ୍କେ, କାକେ ମିସା ବିବା ଅଇପାର୍ସି ।
ଏବେ ମୁଇ ବିବା ନ ଅଇରଇବା, ଆରି ରାଣ୍ଡି ମାଇଜିମନ୍କେ କଇଲିନି, ତମେ ମର୍ ପାରା ଏକ୍ଲା ରଇଲେ ତମର୍ପାଇ ନିକ ଅଇସି ।
ବିବା ଅଇବାଟା ସବୁଲକ୍ ନିକ ବଲି ମାନତ୍ । ସବୁ ମାଇଜିମନସ୍ ମନ୍ ଗଟେକ୍ ମାଇଜି ଆରି ଗଟେକ୍ ମନସ୍ ଅଇକରି ସତ୍ସଙ୍ଗ୍ ରଇବାର୍ଆଚେ । ଜନ୍ ଲକ୍ମନ୍ ବେସିଆ କାମ୍ କରି ରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।