୧ମ କରନ୍ତିୟ 7:34 - ସତିଅର୍ ବାଟ୍ ନୁଆ ନିୟମ୍ 202034 ସେନ୍ତିସେ ତାର୍ ମନ୍ ଦୁଇବାଟେ ଜିକ୍ଟାନ୍ ଅଇଲାନି । ବିବା ନ ଅଇଲା ମାଇଜି କି ଦାଙ୍ଗ୍ଡି ମାପ୍ରୁର୍ କାମର୍ ବିସଇ ଚିନ୍ତା କର୍ସି । କାଇକେବଇଲେ ସେ ତାର୍ ଗାଗଡ୍ ଆରି ଆତ୍ମା ପର୍ମେସର୍କେ ସର୍ପି ଦେବାକେ ମନ୍ କର୍ସି । ମାତର୍ ବିବା ଅଇଲା ମାଇଜି ଏ ଜଗତର୍ ସବୁଦିନର୍ ବିସଇ ଚିନ୍ତା କର୍ସି । କାଇକେ ବଇଲେ ତାର୍ ମୁନୁସ୍କେ ସାର୍ଦା କର୍ବାକେ ସେ ବାବ୍ତେ ରଇସି । အခန်းကိုကြည့်ပါ။ |
ମୁଇ ତକେ ଲେକିରଇବା ଏ ସବୁ ବିସଇ ସତ୍ ବଲି ମାନିଅଇସି । ତେବର୍ପାଇ ମୁଇ ତକେ ବାବୁଜିଆକରି କଇଲିନି, ତୁଇ ସିକାଇବାବେଲେ ଏ ସବୁ ବିସଇ ନ ପାସ୍ରି ଏତାଇତେ ର । ଜେନ୍ତାରିକି ପର୍ମେସର୍କେ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେମନ୍ ସବୁ ଦରମ୍ କାମ୍ କର୍ବାକେ ମନ୍ଦିଆନ୍ ଦେବାଇ । ଏନ୍ତାରି ସିକିଆ ଦେଲେ ସବୁ ଲକର୍ପାଇ ସେଟା ନିକ ଆରି କାମ୍କେ ଆଇସି ।