୧ମ କରନ୍ତିୟ 7:33 - ସତିଅର୍ ବାଟ୍ ନୁଆ ନିୟମ୍ 202033 ମାତର୍ ଜେ ବିବାଅଇଆଚେ, ସେ ଏ ଜଗତର୍ ସବୁ ବିସଇନେଇ ଚିନ୍ତା କର୍ସି । କାଇକେବଇଲେ ସେ ତାର୍ ମାଇଜିକେ ସାର୍ଦାସଙ୍ଗ୍ ରକ୍ବାକେ ମନ୍ କର୍ସି । အခန်းကိုကြည့်ပါ။ |
ସେନ୍ତିସେ ତାର୍ ମନ୍ ଦୁଇବାଟେ ଜିକ୍ଟାନ୍ ଅଇଲାନି । ବିବା ନ ଅଇଲା ମାଇଜି କି ଦାଙ୍ଗ୍ଡି ମାପ୍ରୁର୍ କାମର୍ ବିସଇ ଚିନ୍ତା କର୍ସି । କାଇକେବଇଲେ ସେ ତାର୍ ଗାଗଡ୍ ଆରି ଆତ୍ମା ପର୍ମେସର୍କେ ସର୍ପି ଦେବାକେ ମନ୍ କର୍ସି । ମାତର୍ ବିବା ଅଇଲା ମାଇଜି ଏ ଜଗତର୍ ସବୁଦିନର୍ ବିସଇ ଚିନ୍ତା କର୍ସି । କାଇକେ ବଇଲେ ତାର୍ ମୁନୁସ୍କେ ସାର୍ଦା କର୍ବାକେ ସେ ବାବ୍ତେ ରଇସି ।