31 ଜନ୍ ଲକ୍ମନ୍ ଜଗତର୍ ଜିନିସ୍ ନେଇ ବେବାର୍ପାନି କଲାଇନି, ସେମନ୍ ସବୁବେଲେ ସେ ବିସଇ ଚିନ୍ତା ନ କଲା ଲକର୍ ପାରା ରଅତ୍ । କାଇକେବଇଲେ ଜନ୍ ଜଗତେ ଆମେ ଆଚୁ, ସେ ଜଗତର୍ ସବୁ ଜିନିସ୍ ବୁଡିଜାଇସି ।
“ମାତର୍ ତମେ ନିଜର୍ ନିଜର୍ ବିସଇ ନେଇକରି ଜାଗ୍ରତ୍ ରୁଆ । ତମର୍ ମନ୍ ସବୁବେଲାଇ ବଜିବାତ୍ କରି ମଦ୍ ପେଣ୍ଡମ୍ କାଇବା ବିସଇ ଆରି କେନ୍ତାର୍ ଜିଇବାର୍ ଅଇସି କେନ୍ତାର୍ ନାଇ ବଲି ଚିନ୍ତାକରି ରଇଲାବେଲେ, ସେ ଦିନ୍ ଅଟାତ୍ ପାନ୍ଦ୍ ପାରା ଆସି ଲାଗିଜାଇସି ।
ମାତର୍ ଏ ବାଇମନ୍ ମୁଇ ତମ୍କେ କଇଲିନି, ଏବେ ଆମ୍କେ ଅଲପ୍ ଦିନ୍ ଆଚେ । ଏଟାର୍ ପାଇ ଏବେଅନି ଜେ ବିବା ଅଇଆଚେ ସେ ବିବା ନ ଅଇଲା ଲକର୍ ପାରା ରଅ ।
ସେନ୍ତାରିସେ ଜନ୍ ଲକ୍ମନ୍ କାନ୍ଦାବୁବା ଅଇରଇଲାସ୍ନି, ସେମନ୍ କାନ୍ଦାବୁବା ନ ଅଇ ରଇଲା ଲକର୍ ପାରା ରୁଆ । ଆରି ଜନ୍ ଲକ୍ମନ୍ ସାର୍ଦା ଅଇରଇଲାଇନି, ସେମନ୍ ସାର୍ଦା ନ ଅଇଲା ଲକର୍ ପାରା ଅଇ ରଅତ୍ । ଜନ୍ ଲକ୍ମନ୍ ଗେନ୍ବାଇ, ସେଟା ନିଜର୍ଟା ନଏଁ ବଇଲାପାରା ରଅତ୍ ।
ସେନ୍ତାର୍ଆଲେ ମକେ କେତେକ୍ କୁଲି ମିଲ୍ଲାନି ? ମର୍ କର୍ଚା ପାଇ ମାଙ୍ଗ୍ବାକେ ମର୍ ଦାବି ରଇଲେ ମିସା, ମୁଇ କୁଲି ନ ପାଇତେ ସୁବ୍କବର୍ ଜାନାଇଲିନି । ସୁବ୍କବର୍ ଜାନାଇବାକେ ଜନ୍ ଅଦିକାର୍ ମୁଇ ପାଇ ଆଚି, ସେଟାସେ ମର୍ କୁଲି ।
ଜେଡେବେଲେ ସେ ଆରିତରେକ୍ ବଲି କଇରଇଲା, ତାର୍ ଅରତ୍ ଅଇଲାନି ତିଆର୍ କରିରଇବା ସବୁଜାକ ଚୁଲ୍ବୁଲାଇ କରି ସବୁଜାକ ଦାରିଜାଇସି । ଜେନ୍ତାରି କି ନ ଚୁଲ୍ବୁଲ୍ବାଟାସେ ରଇସି ।
ମାତର୍ କାଲିକେ କାଇଟା ଗଟ୍ସି, ସେଟା ତମେତା ନାଜାନାସ୍ ! ତମର୍ ଜିବନ୍ ଦୁଉଁରି ସମାନ୍, ଜନ୍ଟାକି ଚନେକର୍ ପାଇ ଡିସ୍ସି ଆରି ମାୟା ଅଇଜାଇସି ।
ସାସ୍ତରେ ଲେକାଅଇଲାପାରା, ଗୁଲାଇ ମୁନୁସ୍ ଜାତି ଗାଁସ୍ ପାରା । ତାକର୍ ବାନିମୁର୍ତି ଗାଁସର୍ ପୁଲ୍ପାରା । ଗାଁସ୍ ସୁକିଜାଇସି ଆରି ପୁଲ୍ ଜଡିଜାଇସି ।
ମାତର୍ ସବୁ ବିସଇ ସାର୍ବା ବେଲା ଲଗେ କେଟ୍ଲାବେ । ତେବର୍ପାଇ ନିଜେ ଜାଗରତ୍ ରୁଆ ଏନ୍ତାରି କଲେ ତମେ ନିକସଙ୍ଗ୍ ପାର୍ତନା କରିପାରାସ୍ ।
ଏ କାରାପ୍ ଜଗତ୍ ଆରି ତେଇର୍ ସବୁ ରକାମ୍ ଚଲାଚଲ୍ତି ଦାପ୍ରେ ଉଟିଜାଇସି । ମାତର୍ ଜେ ପର୍ମେସର୍କେ ମାନ୍ସି, ସେ ନ ସାର୍ବା ଜିବନ୍ ପାଇସି ।