24 ଏ ବାଇବଇନିମନ୍, ତମ୍କେ ପର୍ମେସର୍ ଡାକ୍ଲାବେଲେ ଜନ୍ ଇସାବେ ରଇଲାସ୍, ସେ ଇସାବେ ପର୍ମେସର୍ ସଙ୍ଗ୍ ମିସିକରି ରଇବାର୍ ଆଚେ ।
ତାର୍ ପଚେ ସବୁ କାରାପ୍ ଆତ୍ମାମନ୍ ଜାଇକରି ସେ ଲକର୍ ବିତ୍ରେ ବାସାକରି ରଇବାଇ । ସେ ବେଲା ସେ ଲକ୍ ଆଗ୍ତୁର୍ତେଇଅନି ଅଦିକ୍ କରାପ୍ଅଇଜାଇସି । ଏନ୍ତିସେ ଆଜିକାଲି ଜିଇବା କାରାପ୍ ଲକ୍ମନ୍କେ ଅଇସି । ବଲି କଇଲା ।
ତେବର୍ପାଇ ବାତ୍ କା, କି ପାନି କା, କି ଜାଇଟା ମିସା କରା, ପର୍ମେସର୍ ଡାକ୍ପୁଟା ପାଇବାକେ ସବୁ କରା ।
ମାପ୍ରୁ ଜାକେ ଜେନ୍ତି ଜିବନ୍ ଦୁକାଇ ଆଚେ, ପର୍ମେସର୍ ଜାକେ ଜନ୍ ଇସାବେ ଡାକ୍ଲା ଆଚେ, ସେ ସେନ୍ତାର୍ ଜିଉନା କାଉନା କର । ମୁଇ ସବୁ ମଣ୍ଡ୍ଲିଟାନେ ଏ ରକାମ୍ ଆଦେସ୍ ଦେଲିନି ।
ମାପ୍ରୁ ତମ୍କେ ଜନ୍ ଇସାବେ ଡାକିଆଚେ, ତମେ ସେ ଇସାବେ ରୁଆ ।