୧ମ କରନ୍ତିୟ 7:22 - ସତିଅର୍ ବାଟ୍ ନୁଆ ନିୟମ୍ 202022 ମାପ୍ରୁ ଡାକ୍ଲାବେଲେ ଜେ ଗତିଦାଙ୍ଗ୍ଡା ରଇଲା ସେ ଏବେ ମୁକ୍ଲି ରଇଲା ଲକ୍ । କାଇକେବଇଲେ ମାପ୍ରୁ ତାକେ ମୁକ୍ଲାଇ ଆଚେ । ସେନ୍ତାରିସେ ଏବେ ଜେ ମୁକ୍ଲିକରି ଆଚେ, ସେ କିରିସ୍ଟର୍ ଗତିଦାଙ୍ଗ୍ଡା । အခန်းကိုကြည့်ပါ။ |
ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି । ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ । ।