20 ମାପ୍ରୁ ତମ୍କେ ଜନ୍ ଇସାବେ ଡାକିଆଚେ, ତମେ ସେ ଇସାବେ ରୁଆ ।
ମାପ୍ରୁ ଜାକେ ଜେନ୍ତି ଜିବନ୍ ଦୁକାଇ ଆଚେ, ପର୍ମେସର୍ ଜାକେ ଜନ୍ ଇସାବେ ଡାକ୍ଲା ଆଚେ, ସେ ସେନ୍ତାର୍ ଜିଉନା କାଉନା କର । ମୁଇ ସବୁ ମଣ୍ଡ୍ଲିଟାନେ ଏ ରକାମ୍ ଆଦେସ୍ ଦେଲିନି ।
ତମେ କାଇ ମାଇଜି ସଙ୍ଗ୍ ବାନ୍ଦିଅଇ ଆଚାସ୍ କି ? ସେନ୍ତାର୍ଆଲେ ମୁକଲ୍ବାକେ ଚେସ୍ଟା କରାନାଇ । ତମେ କାଇ ବିବା ଉଆସ୍ ନାଇ କି ? ସେନ୍ତାର୍ଆଲେ ମାଇଜି କଜ୍ବାକେ ଚେସ୍ଟା କରାନାଇ ।
ଆରି ତମ୍କେ ପୁର୍ବେ ଦିଆଅଇରଇବା ଆଦେସ୍ ଇସାବେ ତମେ ସାନ୍ତିସଙ୍ଗ୍ ରଇକରି ନିଜର୍ ନିଜର୍ କାମେ ଲାଗିରୁଆ, ପାଇଟି କାବାଡ୍ କରି ରୁଆ । ଏଟାର୍ପାଇ ଆମେ ତମ୍କେ ବାବୁଜିଆ କଲୁନି ।
ମାପ୍ରୁ ଜିସୁକିରିସ୍ଟର୍ ନାଉଁ ଦାରି ଆମେ ସେ ଲକ୍ମନ୍କେ ଜାଗ୍ରତ୍କରି ଆଦେସ୍ଦେଲୁନି, ସେମନ୍ ସେନ୍ତାରି କର୍ବାଟା ଚାଡିଦେସ୍ । ଜେନ୍ତାରିକି ନିଜର୍ ପେଟର୍ପାଇ କାଦି ପାଇବାକେ ପାଇଟି କରତ୍ ।