୧ମ କରନ୍ତିୟ 7:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 ଜଦି ତମେ ଗଟେକ୍ ସୁନତ୍ ଅଇଲା ଜିଉଦି ଲକ୍ ଆରି ପର୍ମେସର୍ ତମ୍କେ ଡାକ୍ଲାଆଚେ, ସେନ୍ତାର୍ ଆଲେ ତମେ ତମର୍ ଗାଗ୍ଡେଅନି ସୁନତ୍ ଚିନ୍ ଲିବାଇବାକେ ଚେସ୍ଟା କରା ନାଇ । ସେନ୍ତାରିସେ ତମେ ଜଦି ଜିଉଦି ନ ଅଇଲା ଲକ୍ ଜାକେ କି ପର୍ମେସର୍ ଡାକ୍ଲା ଆଚେ, ତମେ ସୁନତ୍ ଅଇବାକେ ଚେସ୍ଟା କରାନାଇ । အခန်းကိုကြည့်ပါ။ |