୧ମ କରନ୍ତିୟ 7:17 - ସତିଅର୍ ବାଟ୍ ନୁଆ ନିୟମ୍ 202017 ମାପ୍ରୁ ଜାକେ ଜେନ୍ତି ଜିବନ୍ ଦୁକାଇ ଆଚେ, ପର୍ମେସର୍ ଜାକେ ଜନ୍ ଇସାବେ ଡାକ୍ଲା ଆଚେ, ସେ ସେନ୍ତାର୍ ଜିଉନା କାଉନା କର । ମୁଇ ସବୁ ମଣ୍ଡ୍ଲିଟାନେ ଏ ରକାମ୍ ଆଦେସ୍ ଦେଲିନି । အခန်းကိုကြည့်ပါ။ |
ସେଟାର୍ପାଇ ମୁଇ ତିମତିକେ ତମର୍ ଲଗେ ପାଟାଇ ଆଚି । ମୁଇ ତାକେ ଆଲାଦ୍ କଲିନି । ସେ ମର୍ ନିଜର୍ ପିଲା ପାରା ଆରି ମାପ୍ରୁର୍ ସେବାକାମେ ସବୁ ନିକସଙ୍ଗ୍ କର୍ସି । ଜେଡ୍କିବେଲେ ସେ ତମର୍ଟାନେ ଆଇସି, କିରିସ୍ଟର୍ତେଇ ମିସ୍ଲାର୍ ପାଇ ବଲି ମୁଇ କେନ୍ତି ଚଲାଚଲ୍ତି କଲିନି, ସେ ବିସଇନେଇ ସେ ତମ୍କେ କଇସି । ସେ ସମାନ୍ ବିସଇ, ସବୁ ମଣ୍ଡଲିର୍ ବିସ୍ବାସିମନ୍କେ ମୁଇ ସିକାଇଲିନି ।