୧ମ କରନ୍ତିୟ 7:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 ଅଇପାରେ, ତୁଇ ଗଟେକ୍ ବିସ୍ବାସି ବିବାଅଇଲା ମାଇଜି, ତର୍ ବିସ୍ବାସ୍ ନ କଲା ମୁନୁସ୍କେ କିରିସ୍ଟର୍ ଟାନେ ବିସ୍ବାସ୍ କରାଇପାରୁସ୍ । ସେନ୍ତାରିସେ ତୁଇ ଗଟେକ୍ ବିସ୍ବାସି ବିବାଅଇଲା ମୁନୁସ୍, ତର୍ ବିସ୍ବାସ୍ ନ କଲା ମାଇଜିକେ କିରିସ୍ଟର୍ ଟାନେ ବିସ୍ବାସ୍ କରାଇ ପାରୁସ୍ । အခန်းကိုကြည့်ပါ။ |