8 ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ଅନିଆଇ ଆରି କେତି କଲାସ୍ନି । ସେଟା ମିସା ନିଜର୍ ବିସ୍ବାସି ବାଇବଇନିମନ୍କେ !
ସାଉକାର୍ ସେମନର୍ ବିତ୍ରେଅନି ଗଟେକ୍ ଲକ୍କେ କଇଲା, “ମଇତର୍ ମୁଇ ତମ୍କେ ନାଡାଇ ନାଇ । ଗଟେକ୍ ଦିନର୍ ବୁତି ପାଇ ଗଟେକ୍ ରୁପା ଟାଙ୍ଗା ନେଇ କାମ୍କର୍ବାକେ ତମେତା ସବୁ ଲକ୍ ରାଜି ଅଇରଇଲାସ୍ ।
ଆରି ତୁଇ ନିଅମ୍ତା ଜାନିଆଚୁସ୍, ମାର୍ବାର୍ ନାଇ, ପାଦ୍ରାପାଦ୍ରି କାମ୍ କର୍ବାର୍ ନାଇ, ଚର୍ କାମ୍ କର୍ବାର୍ ନାଇ, ମିଚ୍ ସାକି ଦେବାର୍ ନାଇ, ଆୟା ବାବାକେ ସନ୍ମାନ୍ ଦିଆସ୍ ।” ବଲି କଇଲା ।
ଜଦି କେ ମିସା ବୁଲ୍ କାମ୍ କରି ଲାଗିରଇଲେ, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ଆରି ସେ ସବୁଲକ୍କେ ସମାନ୍ ନାପ୍ବା ଡାଙ୍ଗ୍ସଙ୍ଗ୍ ବିଚାର୍ କର୍ସି ।
ଜେ ଜଦି ଏ ବିସଇ ନ ମାନିକରି କନ୍ ବିସ୍ବାସି ବାଇକେ ମିସା ଅନିଆଇ କର୍ସି ବଇଲେ, ମାପ୍ରୁ ଏ ସବୁ ବିସଇ ନେଇ ଡଣ୍ଡ୍ ଦେଇସି । ଏ କାତା ଆମେ ପୁର୍ବେ ଜାନାଇଦେଇ ଆଚୁ ।
ତମର୍ ଜମିବାଡିଲଗେ କାମ୍କର୍ବା ବୁତିଆର୍ମନ୍କେ ବୁତି ଦିଆସ୍ ନାଇ । ତାର୍ ବାଦୁଲେ ସେମନ୍କେ ନାଡାଇ ଆଚାସ୍ । ସୁନା, ସେମନର୍ ବୁତି ତମର୍ ବିରୁଦେ କାନ୍ଦ୍ଲାପାରା ସୁନିଅଇଲାନି । ସେମନର୍ କାନ୍ଦ୍ବାଟା ସବୁର୍ଟାନେଅନି ବପୁ ରଇବା ମାପ୍ରୁ, ସୁନ୍ଲା ଆଚେ ।