4 ଜଦି ବିନ୍ ବିସ୍ବାସି ମନର୍ ସଙ୍ଗ୍ ଲାଗାଜଡା ଅଇଲେ ରାଜିନାମା କର୍ବାକେ ତମର୍ ମଣ୍ଡଲି ବିତ୍ରେ ବିସ୍ବାସ୍ ଇସାବେ ସନ୍ମାନ୍ ନ ପାଇବା ଲକର୍ଟାନେ କାଇକେ ଗାଲାସ୍ନି ?
ବିସ୍ବାସ୍ ନ କର୍ବା ଲକ୍ମନ୍କେ ବିଚାର୍ କର୍ବାକେ ମୁଇ କେ ? ପର୍ମେସର୍ ସେମନ୍କେ ବିଚାର୍ କର୍ସି । ଜନ୍ ଲକ୍ମନ୍ ମଣ୍ଡଲିତେଇ ରଇବାଇ, ସେମନ୍କେ ବିଚାର୍ କର୍ବାଟା ଆମର୍ କାମ୍ ।
ଏଦେ ସୁନା ! ଦିନେକ୍ ଆମେ ସରଗର୍ ଦୁତ୍ମନ୍କେ ବିଚାର୍ କର୍ବୁ । ତେବେ ଏ ଜିବନେ ଆଇବା ସାନ୍ ସାନ୍ ବିସଇ ବିଚାର୍ କର୍ବାକେ ଅଦିକ୍ ସଅଜ୍ ନଏଁ କି ?
ମୁଇ ତମ୍କେ ଲାଜ୍କରାଇବାକେ ଏ କାତା ଲେକିଆଚି । ବିସ୍ବାସି ବାଇ ବାଇ ବିତ୍ରେ କିରମାର ଅଇଲାଟା ରାଜିନାମା କର୍ବାକେ ସତଇସେ ତମର୍ ବିତ୍ରେ ଗଟେକ୍ ମିସା ବୁଦି ରଇଲା ଲକ୍ ନାଇ କି ?